୬୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଆଜି ୬୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ରାଜ୍ୟ ସରକାର ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ୫ଟି ପ୍ରକଳ୍ପ ଦ୍ୱାରା ୧୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟିରେ ମେସର୍ସ ରିଲାଏବଲ୍ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ ରାଜ୍ୟରେ ବାର୍ଷିକ ଅଢ଼େଇ ନିୟୁତ ଟନ୍ ବିଶିଷ୍ଟ […]

lokasebabhaban

lokasebabhaban

Manoranjan Sial
  • Published: Monday, 29 June 2020
  • Updated: 29 June 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଆଜି ୬୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ରାଜ୍ୟ ସରକାର ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ୫ଟି ପ୍ରକଳ୍ପ ଦ୍ୱାରା ୧୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟିରେ ମେସର୍ସ ରିଲାଏବଲ୍ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ ରାଜ୍ୟରେ ବାର୍ଷିକ ଅଢ଼େଇ ନିୟୁତ ଟନ୍ ବିଶିଷ୍ଟ ଓ ବର୍ଷକୁ ୨ନିୟୁତ୍ ଟନ ବିଶିଷ୍ଟ ପିଲେଟ୍ ପ୍ଲାଂଟ୍ କ୍ଷମତା ସ୍ଥାପନ କରିବାକୁ ୨୫୦କୋଟି ଟଙ୍କା ନିବେଶ କରିବ। ଏଥିରେ ପ୍ରାୟ ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେସର୍ସ ଗ୍ରୋଏଲ୍ ଫିଡସ୍ ପ୍ରାଃ ଲିଃ ରାଜ୍ୟରେ ଚିଙ୍ଗୁଡ଼ି ଓ ମାଛ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ନିମନ୍ତେ ୬୫.୮୨ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ପ୍ରାୟ ୭୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ମେସର୍ସ ଶ୍ରବଣ ସିପିଂ ସର୍ଭିସ ପ୍ରାଃ ୧୦୦କୋଟି ଟଙ୍କା ନିବେଶ କରି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକର ଯଦୁପୁରଠାରେ ଏକ ଲଜିଷ୍ଟିକ ପାର୍କ ସ୍ଥାପନ କରିବ। ଏହାଦ୍ୱାରା ପ୍ରାୟ ୨୫୦ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ମେସର୍ସ ଚିଲିକା ଡିଷ୍ଟିଲାରିସ୍ ପ୍ରାଃ ଲିଃ ରାଜ୍ୟରେ ୯୯.୯୭କୋଟି ଟଙ୍କାରେ ୧୧୦କେଏଲପିଡି କମ୍ପାନୀ ସ୍ଥାପନ କରିବ। ଏହାଦ୍ୱାରା ୧୭୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମେସର୍ସ ସୋମ୍ ଡିଷ୍ଟିଲାରିସ୍ ଆଣ୍ଡ ବ୍ରିୱିରିଜ୍ ଓଡ଼ିଶା ପ୍ରାଃ ଲିଃ ରାଜ୍ୟରେ ୧୨୦କେଏଲପିଡି କ୍ଷମତା ବିଶିଷ୍ଟ କମ୍ପାନୀ ୯୩କୋଟି ଟଙ୍କାରେ ସ୍ଥାପନ କରିବ। ଏହାଦ୍ୱାରା ଅତିରିକ୍ତ ୧୨୬ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହି ବୈଠକରେ ଇଡକୋ ସଞ୍ଜୟ କୁମାର ସିଂହ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story