ବାପାକୁ ମାରି ଦେଲା ପୁଅ

ଝାରସୁଗୁଡ଼ା (ଭାଗୀରଥି ସାହୁ): ବାପାକୁ ମାରି ଦେଲା ପୁଅ। ଏହି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଉପଖଣ୍ଡ ବୃନ୍ଦାମାଲ ନିକଟରେ ଥିବା ବେଦାନ୍ତ ବିସ୍ଥାପିତ ଆର୍‌ଆର୍‌ କଲୋନୀରେ। ମୃତକ ହେଲେ ବିଶିକେସନ ରୋହିଦାସ। କିଛି ଦିନ ହେବ ପାରିବାରିକ ଗଣ୍ଡଗୋଳକୁ ନେଇ ବିଶିକେସନ ଓ ତାଙ୍କ  ପୁଅ ଭଗବାନଙ୍କ ମଧ୍ୟରେ ବଚସା ଲାଗି ରହିଥିଲା। ଗତକାଲି ରାତିରେ ପୁଣି ଥରେ ବାପ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭଗବାନ  ରାଗିଯାଇ ଏକ ଛୁରୀରେ ବାପାଙ୍କୁ ଆକ୍ରମଣ […]

murder

murder

Rakesh Mallick
  • Published: Sunday, 15 July 2018
  • Updated: 15 July 2018, 09:51 AM IST

ଝାରସୁଗୁଡ଼ା (ଭାଗୀରଥି ସାହୁ): ବାପାକୁ ମାରି ଦେଲା ପୁଅ। ଏହି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଉପଖଣ୍ଡ ବୃନ୍ଦାମାଲ ନିକଟରେ ଥିବା ବେଦାନ୍ତ ବିସ୍ଥାପିତ ଆର୍‌ଆର୍‌ କଲୋନୀରେ। ମୃତକ ହେଲେ ବିଶିକେସନ ରୋହିଦାସ।

କିଛି ଦିନ ହେବ ପାରିବାରିକ ଗଣ୍ଡଗୋଳକୁ ନେଇ ବିଶିକେସନ ଓ ତାଙ୍କ  ପୁଅ ଭଗବାନଙ୍କ ମଧ୍ୟରେ ବଚସା ଲାଗି ରହିଥିଲା। ଗତକାଲି ରାତିରେ ପୁଣି ଥରେ ବାପ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭଗବାନ  ରାଗିଯାଇ ଏକ ଛୁରୀରେ ବାପାଙ୍କୁ ଆକ୍ରମଣ କରିଥିଲେ। ଛୁରୀଟି ବିଶିକେସନଙ୍କ ଛାତିରେ ପଶି ଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ମାଲ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭଗବାନଙ୍କୁ ଗିରଫ କରିଛି।

https://www.youtube.com/watch?v=Qy4S5tSh2Kc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story