ଟୁଇନସିଟିର ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ: ସୁପାରିଶ କଲେ ଗୃହ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଡ୍ରେନ୍‌ରେ ଜଣେ ୧୫ବର୍ଷର ଛାତ୍ର ଭାସିଯାଇ ପ୍ରାଣ ହରାଇବାଥିବାବେଳେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ସମସ୍ତ ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପକାଇବାକୁ ବିଧାନସଭାର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍ତି । ଡ୍ରେନ୍ ଉପରେ ଜବରଦଖଲକୁ ଉଚ୍ଛେଦ କରି ଏସବୁ ଡ୍ରେନର ପ୍ରଶସ୍ତିକରଣ କାର୍ଯ୍ୟ କରିବା ପାଇଁ ଗୃହ କମିଟି ପରାମର୍ଶ ଦେଇଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଗୃହନିର୍ମାଣ ଓ ନଗର […]

drain

drain

Ordigital Desk
  • Published: Tuesday, 05 October 2021
  • Updated: 05 October 2021, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଡ୍ରେନ୍‌ରେ ଜଣେ ୧୫ବର୍ଷର ଛାତ୍ର ଭାସିଯାଇ ପ୍ରାଣ ହରାଇବାଥିବାବେଳେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ସମସ୍ତ ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପକାଇବାକୁ ବିଧାନସଭାର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍ତି । ଡ୍ରେନ୍ ଉପରେ ଜବରଦଖଲକୁ ଉଚ୍ଛେଦ କରି ଏସବୁ ଡ୍ରେନର ପ୍ରଶସ୍ତିକରଣ କାର୍ଯ୍ୟ କରିବା ପାଇଁ ଗୃହ କମିଟି ପରାମର୍ଶ ଦେଇଛନ୍ତି।

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ କଟକ ଓ ଭୁବନେଶ୍ୱରର ମୁକୁଳା ଡ୍ରେନ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ଉଭୟ ମହାନଗରର ବରିଷ୍ଠ ଅଧିକାରୀ, ନଗର ଉନ୍ନୟନ ବିଭାଗର ପଦାଧିକାରୀଙ୍କ ସମେତ ଷ୍ଟାଣ୍ଡିଂ କମିଟିର ସଦସ୍ୟ(ବିଧାୟକ)ମାନେ ଉପସ୍ଥିତ ଥିଲେ। ମୁକୁଳା ଡ୍ରେନରେ ସ୍ଲାବ ପଡ଼ିବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରିବା ସହ ଡ୍ରେନ ଉପରେ ଜବରଦଖଲକୁ ଉଚ୍ଛେଦ କରିବା ନିମନ୍ତେ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି।

ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଯେ, ମୁକୁଳା ଡ୍ରେନରେ ସ୍ଲାବ ପଡ଼ିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ସହ ଡ୍ରେନର ଉଭୟ ପାଶ୍ୱର୍ରେ ୧୦ଫୁଟ୍ ଉଚ୍ଚର ଜାଲି(ନେଟ୍‌) ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମର ପଦାଧିକାରୀମାନେ ଡ୍ରେନେଜ୍ ସିଷ୍ଟମ ଉପରେ ବିସ୍ତୃତ ପ୍ଲାନ ଉପସ୍ଥାପନ କରିଥିଲେ। ଡ୍ରେନ ଉପରେ ରହିଥିବା ଜବରଦଖଲକୁ ହଟାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ସେହିପରି ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ ହୋଇଛି। ଏହି ଜାଗାଗୁଡ଼ିକରେ ବ୍ୟାରିକେଡ୍ କରାଯାଇ ସ୍ଥାୟୀ ସମାଧାନ କରାଯିବ। ଭୁବନେଶ୍ୱରର ୧୩ଟି ପ୍ରମୁଖ ଡ୍ରେନର ପ୍ରଶସ୍ତିକରଣ କାର୍ଯ୍ୟ କରାଯିବ। ଜବରଦଖଲ ଉଚ୍ଛେଦ ସହ ଘରୋଇ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବ । ଫେବୃୟାରୀ ମାସ ସୁଦ୍ଧା ଏହା ପାଇଁ ଟେଣ୍ଡର ପ୍ରକ୍ରିୟା ସରିବ। ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅସରାଏ ବର୍ଷା ହେଲେ ଉଭୟ କଟକ ଓ ଭୁବନେଶ୍ୱର ସହରବାସୀ ଜଳବନ୍ଦୀ ହେଉଛନ୍ତି। ଏପରିକି ମୁକୁଳା ଡ୍ରେନ ଯୋଗୁ ଗତ ୬ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୬ଟି ମୂଲ୍ୟବାନ ଜୀବନ ମଧ୍ୟ ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story