କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼

କଟକ (ଓଡ଼ିଶା ରିପୋର୍ଟର): ଶଟ୍‌ ଡାଉନ୍ ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼ ହୋଇଛି। ଶଟ୍‌ ଡାଉନ୍‌ କଟକଣା ଭାଙ୍ଗିଥିବା କିଛି ଲୋକ ପୁଲିସ୍ ଉପରକୁ ପଥରମାଡ଼ କରିଥିବା ସୂଚନା ମିଳିଛି। ଢେଲାପଥର ମାଡ଼ ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଥିଲା। କିଛି ଆକ୍ରମଣକାରୀଙ୍କୁ ପୁଲିସ୍ ଧରି ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଖବର ପାଇ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

cuttack23

cuttack23

Jitendra Garnayak
  • Published: Sunday, 05 April 2020
  • Updated: 05 April 2020, 12:03 PM IST

କଟକ (ଓଡ଼ିଶା ରିପୋର୍ଟର): ଶଟ୍‌ ଡାଉନ୍ ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼ ହୋଇଛି। ଶଟ୍‌ ଡାଉନ୍‌ କଟକଣା ଭାଙ୍ଗିଥିବା କିଛି ଲୋକ ପୁଲିସ୍ ଉପରକୁ ପଥରମାଡ଼ କରିଥିବା ସୂଚନା ମିଳିଛି। ଢେଲାପଥର ମାଡ଼ ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଥିଲା। କିଛି ଆକ୍ରମଣକାରୀଙ୍କୁ ପୁଲିସ୍ ଧରି ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଖବର ପାଇ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story