ରାଜ୍ୟ ବାହାରୁ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ପାଇଁ କଡ଼ା କଟକଣା, ନିୟମ ନମାନିଲେ ଫସିଯିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆ ଲୋକେ ବସ୍ ଯୋଗେ ଫେରୁଛନ୍ତି। ଛାତ୍ରଛାତ୍ରୀମାନେ ବି ଫେରୁଛନ୍ତି। ତେବେ ଏଥିରେ କିଛି ନିୟମକୁ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ତଥା ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍‌ ଗୁଡ଼ିକ ପାଇଁ ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି- ବିନା ପାସ୍‌ରେ […]

bus

bus

Jitendra Garnayak
  • Published: Sunday, 03 May 2020
  • Updated: 04 May 2020, 08:27 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆ ଲୋକେ ବସ୍ ଯୋଗେ ଫେରୁଛନ୍ତି। ଛାତ୍ରଛାତ୍ରୀମାନେ ବି ଫେରୁଛନ୍ତି। ତେବେ ଏଥିରେ କିଛି ନିୟମକୁ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ତଥା ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍‌ ଗୁଡ଼ିକ ପାଇଁ ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି।

ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି- ବିନା ପାସ୍‌ରେ ଓଡ଼ିଶା ସୀମାକୁ ବସ୍ ଗୁଡ଼ିକୁ‌ ପ୍ରବେଶ ଅନୁମତି ମିଳିବନି। ସେହିପରି ପାସ୍‌ ଥିଲେ ବି ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ ପ୍ରବେଶ ଅନୁମତି ମିଳିବନି। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥବା ବସ୍‌କୁ ଫେରାଇ ଦିଆଯିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଧାର୍ଯ୍ୟ ରୁଟ୍‌ରୁ ଅଲଗା ରାସ୍ତାରେ ଯିବା ମନା। ଧାର୍ଯ୍ୟ ରୁଟ୍‌ରେ ନ ଗଲେ ବସ୍‌ ସିଜ୍‌ ହେବ। ଏହା ସହିତ ଭିଡ଼ କରି ବସ୍‌ରେ ନ ଆସିବାକୁ ମୁଖ୍ୟ ଶାସନ ସଚିବ ପ୍ରବାସୀ ଓଡ଼ିଆ ମାନଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ କ୍ୱାରେଣ୍ଟାଇନ୍‌ ଖିଲାପକାରୀଙ୍କୁ ସାବାଡ୍ ପାଇଁ ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସରପଞ୍ଚମାନେ ନିଜ ନିଜ ଅଞ୍ଚଳର ତଦାରଖ କରିବେ। ଯଦି କେହି ନ ମାନନ୍ତି ଜିଲ୍ଲାପାଳ କିମ୍ବା ଅନ୍ୟ ଅଧିକାରୀଙ୍କୁ ଜଣାଇବେ। ଯେଉଁମାନେ ଖିଲାପ କରିବେ ଆଜିଠୁ କାର୍ଯ୍ୟାନୁଷ୍ଠାନ ହେବ।

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି, ବାହାରୁ ଆସୁଥିବା ପ୍ରବାସୀ କ୍ୱାରେଣ୍ଟାଇନ୍‌ ନିୟମ ନମାନିଲେ କ଼ଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏମିତିକି ଦୂର ଜିଲ୍ଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ତାଙ୍କର କ୍ୱାରେଣ୍ଟାଇନ୍ ଅବଧି ବୃଦ୍ଧି ସହ ସରକାରୀ ସହାୟତା ଦିଆଯିବନି। ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story