ତାଙ୍କ ମୋଟିଭ୍‌ ହେଉଛି ଝିଅଙ୍କ ସହିତ ଶୋଇବା ଓ ଲୁଟିବା...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଭ୍‌, ସେକ୍ସ ଓ ଧୋକାରେ ଫସି ଜେଲ୍‌ରେ ଅଛନ୍ତି ଟେଲି ଦୁନିଆର ଚର୍ଚ୍ଚିତ ନାୟକ ଏମ.ସୁମନ କୁମାର। ପ୍ରେମିକଙ୍କୁ ଜେଲ୍‌ ପଠାଇବା ପରେ ବର୍ଷିଛନ୍ତି ପ୍ରେମିକା। ଆଉ କହିଛନ୍ତି, ଝିଅଙ୍କ ସହିତ ଶୋଇବା ଓ ସମ୍ପର୍କ ରଖିବା ସୁମନର କାମ। ତେଣୁ କୋର୍ଟ ତାଙ୍କୁ ବେଲ୍‌ ନଦିଅନ୍ତୁ। ଆଜି ଗଣମାଧ୍ୟମକୁ ସୂଚନା ଦେଇ ସୁମନଙ୍କ ପ୍ରେମିକା କହିଛନ୍ତି, ତାଙ୍କର ମୋଟିଭ୍‌ ହେଲା ଝିଅଙ୍କ ସହିତ ସମ୍ପର୍କ ରଖିବ। ସେମାନଙ୍କ ସହିତ ଶୋଇବା। ଝିଅଙ୍କ […]

BBSR

BBSR

Manoranjan Sial
  • Published: Monday, 25 April 2022
  • Updated: 25 April 2022, 04:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଭ୍‌, ସେକ୍ସ ଓ ଧୋକାରେ ଫସି ଜେଲ୍‌ରେ ଅଛନ୍ତି ଟେଲି ଦୁନିଆର ଚର୍ଚ୍ଚିତ ନାୟକ ଏମ.ସୁମନ କୁମାର। ପ୍ରେମିକଙ୍କୁ ଜେଲ୍‌ ପଠାଇବା ପରେ ବର୍ଷିଛନ୍ତି ପ୍ରେମିକା। ଆଉ କହିଛନ୍ତି, ଝିଅଙ୍କ ସହିତ ଶୋଇବା ଓ ସମ୍ପର୍କ ରଖିବା ସୁମନର କାମ। ତେଣୁ କୋର୍ଟ ତାଙ୍କୁ ବେଲ୍‌ ନଦିଅନ୍ତୁ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ସୁମନଙ୍କ ପ୍ରେମିକା କହିଛନ୍ତି, ତାଙ୍କର ମୋଟିଭ୍‌ ହେଲା ଝିଅଙ୍କ ସହିତ ସମ୍ପର୍କ ରଖିବ। ସେମାନଙ୍କ ସହିତ ଶୋଇବା। ଝିଅଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଓ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିବା। ତା’ପଖରୁ ଯାହା ଲୁଟିବା କଥା ଲୁଟିବା। ତା’ପରେ ତାକୁ ଛାଡ଼ିବା ପାଇଁ ବାଟ ଖୋଜିବା। ତେଣୁ ମୁଁ କୋର୍ଟଙ୍କୁ ନିବେଦନ କରୁଛି, ତାଙ୍କୁ କେବେବି ବେଲ୍‌ ନଦିଅନ୍ତୁ। ସେ କେବଳ ମୋ ସହିତ ନୁହେଁ, ଏମିତି ବହୁ ଝିଅଙ୍କ ଲାଇଫ୍ ସହିତ ଖେଳିଛନ୍ତି। ଯାହା ଏବେ ମୁଁ ଜାଣିବାକୁ ପାଇଛି ବୋଲି ସୁମନଙ୍କ ପ୍ରେମିକା ଅଭିଯୋଗ କରିଛନ୍ତି। 

ସେ ଆହୁରି କହିଛନ୍ତି, କାର୍‌ କିଣିବା ପାଇଁ ସୁମନ ମୋଠାରୁ ଦୁଇ ଲକ୍ଷ ଟଙ୍କା ଓ ନଗଦ ୨ରୁ ୩ ଲକ୍ଷ ଟଙ୍କା ନେଇଥିଲେ। ଅନ୍ୟାନ୍ୟ କ୍ଷେତ୍ରରେ ମୁଁ ତାଙ୍କୁ ବହୁ ସାହାଯ୍ୟ କରିଛି। କାରଣ ତାଙ୍କୁ ଭଲ ପାଉଥିଲି ଓ ତାଙ୍କ ସହିତ ସମ୍ପର୍କରେ ଥିଲି। ମୁଁ କେବେ ଭାବି ନଥିଲି ସେ ମୋତେ ଲୁଟିକି ଏମିତି କରିବ ବୋଲି। ଦୁଇ ମାସ ଭିତରେ ଆମର ମ୍ୟାରେଜ ହୋଇଥାଆନ୍ତା। ସେଥିପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏବେ କିନ୍ତୁ କହୁଛନ୍ତି ବାହା ହେବେନି। ଯଦି ବିବା ହେବାର ନଥିଲା, ତାହାହେଲେ ସମ୍ପର୍କ ରଖିବାର ନଥିଲା। ଆମ ଘର ପରିବାର ଲୋକ ମଧ୍ୟ ବାହାଘର ପାଇଁ ପ୍ରସ୍ତୁତି କରିଥିଲେ। ଏବେ ଅନ୍ୟ ଝିଅଙ୍କ ସମ୍ପର୍କରେ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ, ଅଭିନେତା ପ୍ରତାରଣା କରିଥିବା ନେଇ ତାଙ୍କ ପ୍ରେମିକା ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story