ପାଇଖାନା ତିଆରି ପାଇଁ ମିଳୁନି ପ୍ରୋତ୍ସାହନ ରାଶି: ଭାରତ ସ୍ୱଚ୍ଛ ହେବ କେମିତି?  

ସୁନ୍ଦରଗଡ଼: ସରକାର ‘ସ୍ୱଚ୍ଛ ଭାରତର’ ନାରା ଦେଇ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଖୋଲାରେ ସୌଚ ହେଉଥିବା ଲୋକଙ୍କୁ ସଚେତନ କରାଇ ଘରେ ଘରେ ପାଇଖାନା ନିର୍ମାଣ ଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ ଏଥିପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି । ମାତ୍ର ଅନେକ କ୍ଷେତ୍ରରେ ଏହି ଅର୍ଥ ହାତାଧିକାରୀଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ବେଣ୍ଡରା ଗାଁରେ ଲୋକେ ପାଇଖାନା […]

toilet

toilet

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 08:47 PM IST

Sports

Latest News

ସୁନ୍ଦରଗଡ଼: ସରକାର ‘ସ୍ୱଚ୍ଛ ଭାରତର’ ନାରା ଦେଇ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଖୋଲାରେ ସୌଚ ହେଉଥିବା ଲୋକଙ୍କୁ ସଚେତନ କରାଇ ଘରେ ଘରେ ପାଇଖାନା ନିର୍ମାଣ ଲାଗି ଗୁରୁତ୍ୱ ଦିଆଯାଉଥିବା ବେଳେ ଏଥିପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି । ମାତ୍ର ଅନେକ କ୍ଷେତ୍ରରେ ଏହି ଅର୍ଥ ହାତାଧିକାରୀଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି।

ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ବେଣ୍ଡରା ଗାଁରେ ଲୋକେ ପାଇଖାନା ତିଆରି କରିବା ପରେ ବି ପାଉନାହାନ୍ତି ପ୍ରୋତ୍ସାହନ ରାଶି। ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଲୋକଙ୍କୁ ପାଇଖାନା ନିର୍ମାଣ କରିବା ପାଇଁ ସରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ବେଣ୍ଡରା ଗାଁ ଲୋକଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ପ୍ରୋତ୍ସାହନ ରାଶି ମିଳିପାରନାହିଁ ବୋଲି ଅଭିଯୋଗ ହେଉଛି।

ପାଇଖାନା ତିଆରି ବାବଦରେ ୧୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଲୋକଙ୍କୁ ଦିଆଯାଉଛି।  କିନ୍ତୁ ବେଣ୍ଡରା ଗାଁର ୪୦ରୁ ଊର୍ଦ୍ଧ୍ୱ ପରିବାର ପାଇଖାନା ତିଆରି କରିବାର ୨ବର୍ଷ ବିତିଯାଇଥିଲେ ବି ଏଯାଏଁ ଉକ୍ତ ସରକାରୀ ଟଙ୍କା ପାଇ ନ ଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story