ତାରାପ୍ରସାଦଙ୍କ ବିରୋଧରେ ଫେରାଦ କରିବାକୁ ଦିଲ୍ଲୀ ଯାଇଛନ୍ତି କଂଗ୍ରେସ ବିଧାୟକମାନେ: ଲୁଲୁ

ଭୁବନେଶ୍ୱର: ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ କଂଗ୍ରେସ ନେତାମାନେ ଆଜି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତା ହାଇକମାଣ୍ଡକୁ ଭେଟିବାର ଗୋଟିଏ ସପ୍ତାହ ପରେ ୧୨ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବାକୁ ଏହି ନେତାମାନେ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି। ସେପଟେ ପ୍ରତିକ୍ରିୟା ରଖି ତାରା […]

Lulu

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 07:43 AM IST

ଭୁବନେଶ୍ୱର: ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ କଂଗ୍ରେସ ନେତାମାନେ ଆଜି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତା ହାଇକମାଣ୍ଡକୁ ଭେଟିବାର ଗୋଟିଏ ସପ୍ତାହ ପରେ ୧୨ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବାକୁ ଏହି ନେତାମାନେ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି। ସେପଟେ ପ୍ରତିକ୍ରିୟା ରଖି ତାରା ବାହିନୀପତି କହିଛନ୍ତି ଏହା କଂଗ୍ରେସ କର୍ମୀଙ୍କ ମନୋବଳ ଭାଙ୍ଗିବାକୁ ପ୍ରୟାସ କରାଯାଉଛି।

Related story