ଟିକେଟ୍ ମିଳିଲାନି ବୋଲି…

Ordigital Desk
  • Published: Sunday, 17 December 2017
  • , Updated: 17 December 2017, 12:23 PM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଉତ୍ତେଜନା।&nbsp; ଟିକେଟ୍ ନମିଳିବାରୁ ଲାଇନରେ ଛିଡା ହୋଇଥିବା ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।&nbsp; ଟିକେଟ୍ ନପାଇ ଦର୍ଶକ ବ୍ୟାରିକେଡ୍ ଭାଙ୍ଗିଥିବା ନେଇ ସୂଚନା ମିଳିଛି।</p> <p>କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରିର ଆଜି ଥିଲା ଶେଷ ଦିନ। ପ୍ରାୟ ୩୦୦ରୁ ୪୦୦ ଲୋକ ଟିକେଟ୍ ନେବା ପାଇଁ ଆଜି କାଉଣ୍ଟର ଆଗରେ ଲାଇନ୍ ଲମ୍ବାଇ ଥିଲେ। ତେବେ ଗ୍ୟାଲେରୀ ଟିକେଟ୍ ସରିଯାଇଥିଲା।</p> <p>ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମୁକାବିଲା ଲାଗି ମାତ୍ର ଆଉ ଦୁଇ ଦିନ ଥିବା ବେଳେ ଉତ୍ତେଜନା ପୋଲିସର ମୁଣ୍ଡବ୍ୟାଥା ବଢାଇ ଦେଇଛି।</p>

Related story