ରାତି ପାହିଲେ ଫଳାଫଳ, ସନ୍ଧ୍ୟାରେ ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍‌ରେ ପଶିଲେ ଯୁବକ!

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପୌର ଭୋଟ୍‌ ଗଣତି। ତା’ ପୂର୍ବରୁ ଆଜି ସନ୍ଧ୍ୟା ବେଳେ ରାଜଧାନୀର ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମ୍‌ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣି ତାତିଲେ ଲୋକେ। ଆଜି ଅପରାହ୍ନରେ ପୁଲିସ ସୁରକ୍ଷା ଛାଉଣି ଭିତରେ ଥିବା ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମରେ ଜଣେ ଅନଧିକୃତ ବ୍ୟକ୍ତି ପଶିଥିବା ଅଭିଯୋଗ ଆଣିଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ। ଷ୍ଟ୍ରଙ୍ଗରୁମ ବାହାରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ […]

BBSR!

BBSR!

Manoranjan Sial
  • Published: Friday, 25 March 2022
  • Updated: 25 March 2022, 09:27 PM IST

Sports

Latest News

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପୌର ଭୋଟ୍‌ ଗଣତି। ତା’ ପୂର୍ବରୁ ଆଜି ସନ୍ଧ୍ୟା ବେଳେ ରାଜଧାନୀର ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମ୍‌ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣି ତାତିଲେ ଲୋକେ।

ଆଜି ଅପରାହ୍ନରେ ପୁଲିସ ସୁରକ୍ଷା ଛାଉଣି ଭିତରେ ଥିବା ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମରେ ଜଣେ ଅନଧିକୃତ ବ୍ୟକ୍ତି ପଶିଥିବା ଅଭିଯୋଗ ଆଣିଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ। ଷ୍ଟ୍ରଙ୍ଗରୁମ ବାହାରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଜଗି ରହୁଥିବା ବେଳେ ସଂପୃକ୍ତ ଯୁବକ କିଏ ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ। ତେବେ ପୁଲିସ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇନପାରିବାରୁ ଲୋକେ ତାତିଥିଲେ। ପରେ ସଂପୃକ୍ତ ଯୁବକଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଏହି ସମୟରେ ଷ୍ଟ୍ରଙ୍ଗରୁମ୍ ସିସିଟିଭି କିଛି ସମୟ ପାଇଁ ବନ୍ଦ ହୋଇଯିବା ଓ ଷ୍ଟ୍ରଙ୍ଗରୁମ୍‌ ଭିତରେ ଅନଧିକୃତ ଲୋକେ ପଶିଥିବା ଅଭିଯୋଗ କରି ଉପସ୍ଥିତ ପ୍ରାର୍ଥୀଙ୍କ ସମର୍ଥକମାନେ ପୁଣି ତାତି ଉଠିଥିଲେ। ସଂପୃକ୍ତ ଯୁବକଙ୍କ ସହ ଆଉ ଦୁଇ ଜଣଙ୍କୁ ଉପସ୍ଥିତ ଜନତା ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଉତ୍ୟକ୍ତ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ସ୍ଥିତି ଅଣାୟତ ହେଉଥିବା ଦେଖି ପୁଲିସ୍‌ ଲାଠି ଚାର୍ଜ କରିଥିଲା।

ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଜେବି କଲେଜ ଷ୍ଟ୍ରଙ୍ଗରୁମ ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଡିସିପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story