ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରା ନାବାଳିକା ସହ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ପ୍ରତିନିଧି ଦଳ ଆଜି ପୁଲିସ୍ ଡିଜିଙ୍କୁ ଭେଟିଛି। ଏହି ଦୁଇଟି ଘଟଣା ପୁଲିସ କ୍ୟାମ୍ପସ ଭିତରେ ଓ ପୁଲିସ ସମ୍ପୃକ୍ତି ଥିବା ଯୋଗୁ ଘଟଣାକୁ ଚପାଇ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିବା ସହ ୪ ଦଫା ଦାବିପତ୍ର ପ୍ରଦାନ କରିଛି। ରାଜ୍ୟ ବିଜେପିର […]

bjp

bjp

Manoranjan Sial
  • Published: Monday, 29 June 2020
  • Updated: 29 June 2020, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରା ନାବାଳିକା ସହ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ପ୍ରତିନିଧି ଦଳ ଆଜି ପୁଲିସ୍ ଡିଜିଙ୍କୁ ଭେଟିଛି। ଏହି ଦୁଇଟି ଘଟଣା ପୁଲିସ କ୍ୟାମ୍ପସ ଭିତରେ ଓ ପୁଲିସ ସମ୍ପୃକ୍ତି ଥିବା ଯୋଗୁ ଘଟଣାକୁ ଚପାଇ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିବା ସହ ୪ ଦଫା ଦାବିପତ୍ର ପ୍ରଦାନ କରିଛି।

ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପୁଲିସ୍ ଡିଜିଙ୍କୁ ଭେଟି ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରା ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହି ଦୁଇଟି ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ସେମାନଙ୍କୁ ଧରାଯାଉ। ଏହା ସହ ଏହି ଆକ୍ଟ ଅନୁଯାୟୀ ଦୁଇ ଜଣ ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ କେସକୁ ରଫାଦଫା କରିବା ପାଇଁ ପୀଡିତାଙ୍କ ପରିବାରକୁ ପୁଲିସ ଧମକ ଦେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି।

ଏହି ଦୁଇଟି ଅଭାବନୀୟ ଘଟଣାରେ ଆଦିବାସୀ ମହିଳା ଓ ନାବାଳିକା ପୀଡ଼ିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସି ଏସଟି ଆକ୍ଟ ଅନୁଯାୟୀ ସେମାନଙ୍କ ପରିବାରକୁ ୮.୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ। ଏହି ଘଟଣାରେ ରାଜ୍ୟ ମାନବଧିକାର କମିଶନ ହସ୍ତକ୍ଷେପ କରି ପୁଲିସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୁଲିସ ଏହାକୁ ପାଳନ କରିବ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ପୀଡ଼ିତାଙ୍କ ପରିବାର ଲୋକ ଦିନ ମଜୁରିଆ ଏବଂ ଅଶିକ୍ଷିତ ହୋଇଥିବା କାରଣରୁ ସେମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରୁ ନାହାଁନ୍ତି। ଏହାର ସୁଯୋଗ ନେଇ ପୁଲିସ ଦୋଷୀ ମାନଙ୍କୁ ଘଂଟ ଘୋଡାଉଛି। ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବିଜେପିର ଦୁଇ ଜଣ ବିଧାୟକ ନାବାଳିକା ସହ ଭେଟି ଘଟଣା ସଂପର୍କରେ ବୁଝିବାକୁ ଯାଇଥିବାବେଳେ ପୁଲିସ ପୀଡିତାଙ୍କ ସହ କଥା ହେବା ପାଇଁ ଅନୁମତି ଦେଇନଥିଲା ବୋଲି ପ୍ରତିନିଧି ମଣ୍ଡଳ ପୁଲିସ ଡିଜିଙ୍କ ଆଗରେ ଅଭିଯୋଗ କରିଛି।

ଏହି ପ୍ରତିନିଧି ମଣ୍ଡଳୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story