ମଦ୍ୟପଙ୍କ ମନର ବେଦନା ଶୁଣିଲେ ସରକାର! ରେଟ୍‌ କମିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଦ୍ୟପଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ କମ୍‌ ଦରରେ ମିଳିବ ମଦ। ମଦ ଏମ୍‌ଆର୍‌ପି ଉପରେ ସ୍ପେଶାଲ କୋଭିଡ୍‌ ଫି ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି ମଦର ଏମ୍‌ଆର୍‌ପି ଉପରେ ୫୦% ନୁହେଁ, ୧୫% ଟିକସ ଲାଗିବ। FMFL/IMFL/ବିଅର୍‌/ଓ୍ୱାଇନ୍‌/RTD ବ୍ରାଣ୍ଡ ଉପରେ ୧୫% ଲାଗିବ ଟିକସ। ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ। ଏହା ଦ୍ୱାରା ମଦ ଦର କମିବ। ସଂଶୋଧିତ MRP www.osbc.co.in ୱେବସାଇଟ୍‌ ଉପଲବ୍ଧ ରହିଛି। ମହାମାରୀ ‘କରୋନା’ […]

wine

wine

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଦ୍ୟପଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ କମ୍‌ ଦରରେ ମିଳିବ ମଦ। ମଦ ଏମ୍‌ଆର୍‌ପି ଉପରେ ସ୍ପେଶାଲ କୋଭିଡ୍‌ ଫି ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି ମଦର ଏମ୍‌ଆର୍‌ପି ଉପରେ ୫୦% ନୁହେଁ, ୧୫% ଟିକସ ଲାଗିବ। FMFL/IMFL/ବିଅର୍‌/ଓ୍ୱାଇନ୍‌/RTD ବ୍ରାଣ୍ଡ ଉପରେ ୧୫% ଲାଗିବ ଟିକସ। ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ। ଏହା ଦ୍ୱାରା ମଦ ଦର କମିବ। ସଂଶୋଧିତ MRP www.osbc.co.in ୱେବସାଇଟ୍‌ ଉପଲବ୍ଧ ରହିଛି।

ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଶଟ୍‌ଡାଉନ୍‌ ଯୋଗୁଁ ସମଗ୍ର ଭାରତ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌-୧ରେ କେନ୍ଦ୍ର ସରକାର କୋହଳ ଦେବା ପରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ମଦ ଉପରେ କୋଭିଡ୍‌ ଟ୍ୟାକ୍ସ ୫୦% ଲଗାଇଥିଲେ। ଯାହାଦ୍ୱାରା ମଦ୍ୟପଙ୍କୁ ଏମ୍‌ଆର୍‌ପି ଉପରେ ୫୦% ଦେବାକୁ ପଡ଼ୁଥିଲା।

ମଦ କିଣିବା ପୂର୍ବରୁ ଲୋକଙ୍କୁ ୱେବସାଇଟ୍‌ରେ ପଞ୍ଜିକରଣ କରିବାକୁ ପଡ଼ୁଥିଲା। ପଞ୍ଜିକରଣ ପରେ ମିଳୁଥିବା ଟୋକନ୍‌ ନମ୍ୱରକୁ ଦୋକାନରେ ଦେଖାଇଲେ ମଦ ମିଳୁଥିଲା। ଅନ୍ୟପକ୍ଷରେ ମଦ ଉପରେ ୫୦% ଟ୍ୟାକ୍ସ ଲାଗୁଥିବାରୁ ମଦ ବେପାର କମିଥିବା ବୋଲି ଅଭିଯୋଗ ହେଉଥିଲା। ଏହା ଦ୍ୱାରା ମଦ ବେପାର ବଢ଼ିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story