ଯୁକ୍ତଦୁଇ କଳା ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଆରମ୍ଭ ହୋଇଛି। ମୋଟ ୨ ଲକ୍ଷ ୪୩ ହଜାର୧୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଆଜି କଳା ବିଭାଗରେ ଇଂରାଜୀ ପରୀକ୍ଷା ହୋଇଥିଲା। ଗତକାଲିଠାରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହୋଇଛି। ବିଜ୍ଞାନରେ ୯୦,୯୯୦ ଓ ବାଣିଜ୍ୟରେ ୨୮,୪୮୧ ପିଲା ପରୀକ୍ଷା ଦେଉଛନ୍ତି। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ବଦଳରେ ଗଣଶିକ୍ଷା ବିଭାଗ ପରୀକ୍ଷା […]

+2

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 05:59 PM IST

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଆରମ୍ଭ ହୋଇଛି। ମୋଟ ୨ ଲକ୍ଷ ୪୩ ହଜାର୧୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଆଜି କଳା ବିଭାଗରେ ଇଂରାଜୀ ପରୀକ୍ଷା ହୋଇଥିଲା।

ଗତକାଲିଠାରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହୋଇଛି। ବିଜ୍ଞାନରେ ୯୦,୯୯୦ ଓ ବାଣିଜ୍ୟରେ ୨୮,୪୮୧ ପିଲା ପରୀକ୍ଷା ଦେଉଛନ୍ତି।

ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ବଦଳରେ ଗଣଶିକ୍ଷା ବିଭାଗ ପରୀକ୍ଷା ପରିଚାଳନା କରୁଛି।

Related story