Advertisment

ଟ୍ରକ୍‌ ତଳେ ଚାପିଗଲେ ହେଲପର, ଶ୍ରମିକ

ବାରିପଦା(ମାଣିକଲାଲ ପାଣି): ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌। ଫଳରେ ହେଲ୍‌ପର ସହିତ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ମୋରଡା ବ୍ରାହ୍ମଣମରା ଗାଁ ନିକଟରେ ଗୋଟିଏ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ ତଳେ ହେଲପର ଓ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଟ୍ରକ୍‌ ତଳୁ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ୱୁଲନ୍ସରେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଟ୍ରକ୍‌ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଟ୍ରକ୍‌ ତଳେ ଚାପିଗଲେ ହେଲପର, ଶ୍ରମିକ

baripada

ବାରିପଦା(ମାଣିକଲାଲ ପାଣି): ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌। ଫଳରେ ହେଲ୍‌ପର ସହିତ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

Advertisment

ମୋରଡା ବ୍ରାହ୍ମଣମରା ଗାଁ ନିକଟରେ ଗୋଟିଏ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ ତଳେ ହେଲପର ଓ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଟ୍ରକ୍‌ ତଳୁ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ୱୁଲନ୍ସରେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଟ୍ରକ୍‌ ହେଲପର ଓ ଜଣେ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି।

ଆଗକୁ ପଢ଼ନ୍ତୁ: ରାସ୍ତା ପାଇଁ ନିଜ ଘର ଭାଙ୍ଗିଲେ ଗ୍ରାମବାସୀ, ତଥାପି ଶୁଣୁନାହାନ୍ତି ଅଧିକାରୀ

Advertisment
Roadaccident