କାର୍‌କୁ ପିଟିଲା ଟ୍ରକ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ବାରିକପୁର ନିକଟ ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣା ଘଟିଛି । ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛ ପଟୁ ଆସୁଥିବା ଏକ ଟ୍ରକ୍‌ ପିଟି ଦେଇଥିବା ଜଣାଯାଇଛି। ଉକ୍ତ ସମୟରେ କାର୍‌ରେ ୩ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କାରରେ ୩ ଜଣ ଯାତ୍ରୀ ଥିଲେ […]

car-1--1

Niharika Rout
  • Published: Tuesday, 03 March 2020
  • , Updated: 03 March 2020, 12:47 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ବାରିକପୁର ନିକଟ ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣା ଘଟିଛି । ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛ ପଟୁ ଆସୁଥିବା ଏକ ଟ୍ରକ୍‌ ପିଟି ଦେଇଥିବା ଜଣାଯାଇଛି। ଉକ୍ତ ସମୟରେ କାର୍‌ରେ ୩ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କାରରେ ୩ ଜଣ ଯାତ୍ରୀ ଥିଲେ । ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳକୁ ପୁଲିସ୍‌ ଯାଇ ନ ଥିବା ଜଣାଯାଇଛି।

Related story