ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକଙ୍କ ଚକା ଜାମ୍ ଆନ୍ଦୋଳନ, କୋଇଲା ପରିବହନ ବନ୍ଦ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ଆଜି ଠାରୁ ମିଳିତ କୋଇଲା ଟ୍ରକ୍ ମାଲିକ ୟୁନିୟନ ଚକା ଜାମ୍ ଆନ୍ଦୋଳନ ଆରମ୍ଭ କରିଛି। ଫଳରେ ଏମସିଏଲର ତିନୋଟି କୋଇଲା ଖଣିରୁ କୋଇଲା ପରିବହନ ଠପ୍ ହୋଇଯାଇଛି। ଏଠାରୁ ଝାରସୁଗୁଡ଼ା, ସମ୍ବଲପୁର ଓ ଛତିଶଗଡ଼କୁ କୋଇଲା ପରିବହନ ହେଉଥିବା ବେଳେ ଏହାର ଭଡ଼ା ଟନ୍ ପ୍ରତି ୧୪୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି କରିଥିଲା ମିଳିତ କୋଇଲା ଟ୍ରକ ମାଲିକ ୟୁନିୟନ। ଜିଲ୍ଲା […]

Truck

Truck

Jitendra Garnayak
  • Published: Sunday, 18 September 2022
  • Updated: 18 September 2022, 10:49 AM IST

Sports

Latest News

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ଆଜି ଠାରୁ ମିଳିତ କୋଇଲା ଟ୍ରକ୍ ମାଲିକ ୟୁନିୟନ ଚକା ଜାମ୍ ଆନ୍ଦୋଳନ ଆରମ୍ଭ କରିଛି। ଫଳରେ ଏମସିଏଲର ତିନୋଟି କୋଇଲା ଖଣିରୁ କୋଇଲା ପରିବହନ ଠପ୍ ହୋଇଯାଇଛି।

ଏଠାରୁ ଝାରସୁଗୁଡ଼ା, ସମ୍ବଲପୁର ଓ ଛତିଶଗଡ଼କୁ କୋଇଲା ପରିବହନ ହେଉଥିବା ବେଳେ ଏହାର ଭଡ଼ା ଟନ୍ ପ୍ରତି ୧୪୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି କରିଥିଲା ମିଳିତ କୋଇଲା ଟ୍ରକ ମାଲିକ ୟୁନିୟନ।

ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଟ୍ରକ୍ ମାଲିକଙ୍କ ଦୁଇ ଥର ବୈଠକ ବସିଥିଲା। ହେଲେ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ଫଳରେ ଆଜି ଠାରୁ ଟ୍ରକ ମାଲିକମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ଜାମ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୮ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story