ଦୋକାନ କାନ୍ଥ ଭାଙ୍ଗି ମୋବାଇଲ ଚୋରି ଘଟଣା: ୧୦ ମାସ ପରେ ୨ ଅଭିଯୁକ୍ତ ଗିରଫ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଦୋକାନର କାନ୍ଥ ଭାଙ୍ଗି ମୋବାଇଲ ଚୋରି ଘଟଣାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଘଟଣା ଘଟିବାର ୧୦ ମାସ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ତେନ୍ତୁଳିଖୁଣ୍ଟି ବ୍ଳକ୍ ଅନ୍ତର୍ଗତ ପୂଜାରୀଗୁଡ଼ା ଗାଁର ଲକ୍ଷ୍ମଣ ହରିଜନ ଓ କାମତା ଗାଁର ଆଶିଷ କୁମାର ନାୟକ। ସେମାନଙ୍କ ଠାରୁ ତିନିଟି ମୋବାଇଲ ଓ […]

Police

Police

Jitendra Garnayak
  • Published: Sunday, 07 August 2022
  • Updated: 07 August 2022, 05:29 PM IST

Sports

Latest News

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଦୋକାନର କାନ୍ଥ ଭାଙ୍ଗି ମୋବାଇଲ ଚୋରି ଘଟଣାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଘଟଣା ଘଟିବାର ୧୦ ମାସ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଛି।

ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ତେନ୍ତୁଳିଖୁଣ୍ଟି ବ୍ଳକ୍ ଅନ୍ତର୍ଗତ ପୂଜାରୀଗୁଡ଼ା ଗାଁର ଲକ୍ଷ୍ମଣ ହରିଜନ ଓ କାମତା ଗାଁର ଆଶିଷ କୁମାର ନାୟକ। ସେମାନଙ୍କ ଠାରୁ ତିନିଟି ମୋବାଇଲ ଓ ୫ ହଜାର ଟଙ୍କା ଜବତ କରାଯାଇଥିବା ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ କହିଛନ୍ତି।

ଅଭିଯୁକ୍ତ ଦ୍ୱୟ ଚୋରି ମୋବାଇଲ ଗୁଡ଼ିକୁ ବ୍ୟବହାର କରିବା ପରେ ପୁଲିସ୍ ଆଇଏମ୍‌ଇଆଇ ନମ୍ବର ଟ୍ରେସ୍ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଉଭୟ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରାଯାଇଥିଲା।

ଗତ ବର୍ଷ ନଭେମ୍ବର ମାସ ୨୬ ତାରିଖ ରାତିରେ କୁର୍ମାକୋଟ ମୁଖ୍ୟ ଛକରେ ଥିବା ଏକ ମୋବାଇଲ ଦୋକାନର କାନ୍ଥ ଭାଙ୍ଗି ଅଭିଯୁକ୍ତମାନେ ୮ଟି ମୋବାଇଲ ଓ ୮ ହଜାର ଟଙ୍କା ନେଇ ଯାଇଥିଲେ। ତା’ପରଦିନ ଅର୍ଥାତ୍ ନଭେମ୍ବର ୨୭ ତାରିଖରେ ଦୋକାନ ମାଲିକ ପ୍ରବୀଣ କୁମାର ପାତ୍ର ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ତେନ୍ତୁଳିଖୁଣ୍ଟି ଥାନା ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କୁ ଖୋଜୁଥିଲା। ଶେଷରେ ଘଟଣାର ୧୦ ମାସ ପରେ ସେମାନେ ଧରାପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story