ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଦୁଇ ମୃତ

ବୀରମିତ୍ରପୁର (ରାକେଶ ସାହୁ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍‌ରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରେ। ମୃତକ ଦ୍ୱୟ ହେଉଛନ୍ତି ନୀରଜ ତାନି (୩୦) ଓ ଅଜୟ ସାମଦ (୨୨)। ନୀରଜଙ୍କ ଘର ପ୍ରତାପୁର ପଞ୍ଚାୟତର ଭାଲୁଳତା ଅଞ୍ଚଳରେ ହୋଇଥିବା ବେଳେ ଅଜୟଙ୍କ ଘର ସିମକୋ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟା […]

Accident

Accident

Jitendra Garnayak
  • Published: Thursday, 01 September 2022
  • Updated: 01 September 2022, 10:18 PM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍‌ରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରେ।

ମୃତକ ଦ୍ୱୟ ହେଉଛନ୍ତି ନୀରଜ ତାନି (୩୦) ଓ ଅଜୟ ସାମଦ (୨୨)। ନୀରଜଙ୍କ ଘର ପ୍ରତାପୁର ପଞ୍ଚାୟତର ଭାଲୁଳତା ଅଞ୍ଚଳରେ ହୋଇଥିବା ବେଳେ ଅଜୟଙ୍କ ଘର ସିମକୋ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ବାଇକ୍ ରାଏବଗାରୁ ବୀରମିତ୍ରପୁର ଆସୁଥିବା ବେଳେ ଅନ୍ୟଟି ରାଏବଗା ଆଡ଼କୁ ଯାଉଥିଲା। ବାଇକ୍ ଦୁଇଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ଚାଳକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଥିଲା। ଏହାସହ ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story