ପୋଲ ତଳକୁ ଖସି ପଡ଼ିଲା କାର୍: ୨ମୃତ

ଭବାନୀପାଟଣା(ଅଜିତ୍‌ ସିଂ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ କାଂଶବାହାଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣାଧୀନ ପୋଲ ତଳକୁ କାର୍‌ଟି ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ୟବସାୟୀ ଦୀନେଶ ଜୈନ ଓ ସଞ୍ଜୟ ଅଗ୍ରୱାଲ। ଉଭୟଙ୍କ ଘର କେସିଙ୍ଗାରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ସେମାନେ ରାଉରକେଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ […]

accident

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 11:56 AM IST

ଭବାନୀପାଟଣା(ଅଜିତ୍‌ ସିଂ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ କାଂଶବାହାଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣାଧୀନ ପୋଲ ତଳକୁ କାର୍‌ଟି ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ୟବସାୟୀ ଦୀନେଶ ଜୈନ ଓ ସଞ୍ଜୟ ଅଗ୍ରୱାଲ। ଉଭୟଙ୍କ ଘର କେସିଙ୍ଗାରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ସେମାନେ ରାଉରକେଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story