ଅଫିସ୍‌ରେ ପଶି ତହସିଲଦାରଙ୍କୁ ଗୋଇଠା, ବିଧା ମାରିଲେ ଚାଷୀ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଚାଷୀଙ୍କ ଗୁହାରୀ ଶୁଣିଲେନି ତହସିଲଦାର। ତାତି ଗଲେ ଚାଷୀ। ଆଉ ଅଫିସ୍‌ରେ ପଶି ତାଙ୍କୁ ନିର୍ଧୁମ ଛେଚିଲେ। ଆଜି ଏପରି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଚାଷୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପଟ୍ଟାମୁଣ୍ଡାଇ କଣିପାଳ ଗାଁର ଚାଷ ଜମି ଓ ଜନବସତି ନିକଟରେ ନାଲି ଇଟାଭାଟି ନିର୍ମାଣ କରାଯାଉଛି। ସେଠାରେ ଇଟା ପୋଡ଼ା ଯାଉଛି। ଯେଉଁଥିପାଇଁ ପରିବା ଚାଷ […]

Pattamundai

Pattamundai

Manoranjan Sial
  • Published: Saturday, 02 April 2022
  • Updated: 03 April 2022, 05:15 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଚାଷୀଙ୍କ ଗୁହାରୀ ଶୁଣିଲେନି ତହସିଲଦାର। ତାତି ଗଲେ ଚାଷୀ। ଆଉ ଅଫିସ୍‌ରେ ପଶି ତାଙ୍କୁ ନିର୍ଧୁମ ଛେଚିଲେ। ଆଜି ଏପରି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଚାଷୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପଟ୍ଟାମୁଣ୍ଡାଇ କଣିପାଳ ଗାଁର ଚାଷ ଜମି ଓ ଜନବସତି ନିକଟରେ ନାଲି ଇଟାଭାଟି ନିର୍ମାଣ କରାଯାଉଛି। ସେଠାରେ ଇଟା ପୋଡ଼ା ଯାଉଛି। ଯେଉଁଥିପାଇଁ ପରିବା ଚାଷ ନଷ୍ଟ ହୋଇଯାଉଛି। ଇଟା ଭାଟିକୁ ବିରୋଧ କରି ତିନି ଦିନ ତଳେ ଗାଁର କେତେକ ଚାଷୀ ତହସିଲଦାରଙ୍କ ପାଖରେ ଫେରାଦ ହୋଇଥିଲେ। ଇଟା ଭାଟି ବନ୍ଦ କରିବା ପାଇଁ ଗୁହାରୀ କରିଥିଲେ। ତହସିଲ୍‌ଦାର ଚାଷୀଙ୍କ ଅଭିଯୋଗ ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ତହସିଲଦାର ଭୁଲି ଯାଇଥିବା ଅଭିଯୋଗ ହୋଇଛି।

ନିଜ ଆଖି ଆଗରେ ପରିବା ଚାଷ ଉଜୁଡ଼ି ଯାଉଥିବା ଦେଖି ଚାଷୀମାନେ ବିଚଳିତ ହୋଇଯାଇଥିଲେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଅପରାହ୍ନରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଜଣେ ଚାଷୀ ଉଦୟଭାନୁ ସାହୁ ତହସିଲ୍‌ ଅଫିସ୍‌ ଭିତରକୁ ଯାଇଥିଲେ। ସେମାନେ ସିଧା ତହସିଲ୍‌ଦାର ଦିଲ୍ଲୀପ ସେଠୀଙ୍କ ଚ୍ୟାମ୍ୱରକୁ ଯାଇ ଘୋଷାରୀ ଆଣି ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ତହସିଲଦାରଙ୍କୁ ଗୋଇଠା, ବିଧା ଓ ଚାପୁଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତହସିଲଦାରଙ୍କୁ ତାଙ୍କ ଚ୍ୟାମ୍ୱରରେ ପୂରାଇ ତାଲା ପକାଇ ଦେଇଥିଲେ। ଖବର ପାଇ ପୁଲିସ୍‌ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ। ଏହି ମାମଲାରେ ଦୋଳ ଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁଙ୍କୁ ପୁଲିସ୍‌ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story