ମେଡିକାଲରୁ ବିଚାରାଧୀନ କଏଦୀ ଫେରାର

Ordigital Desk
  • Published: Monday, 04 September 2017
  • , Updated: 04 September 2017, 08:33 AM IST
<p>ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି । କଏଦୀର ନାମ ମନୋଜ କୁମାର ସିଂହ। ତା&rsquo;ର ଘର ଝାଡ଼ଖଣ୍ତରେ। ମନୋଜଙ୍କ ନାଁରେ ଅନେକ ଡକାୟତ ମାମଲା ରହିଛି।</p> <p>ସୂଚାଯୋଗ୍ୟ, ଗତ ୩୦ ତାରିଖ ଦିନ ମନୋଜକୁ ଜୟପୁର ସବଜେଲରୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ଅଣାଯାଇଥିଲା। ତେବେ ପୋଲିସ୍&zwnj;ର ପହରା ସତ୍ତ୍ୱେ ୩୧ ତାରିଖ ଦିନ ମନୋଜ ମେଡିକାଲରୁ ଖସି ପଳାଇଥିଲା। ଘଟଣା ପରେ ପୋଲିସ ସିସିଟିଭି ଫୁଟେଜକୁ ଦେଖି ଘଟଣାର ତଦନ୍ତ କରୁଛି।</p> <p>[vc_video link=&quot; &quot; align=&quot;center&quot;]</p>

Related story