କାଲିଠାରୁ ଖୋଲିବ ୟୁନିଟ୍-୪ ମାର୍କେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍ କାଲିଠାରୁ ଖୋଲିବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅନୁମତି ଦେଇଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିବାକୁ ବ୍ୟବସାୟୀ ସଂଘ ରାଜି ହୋଇ ଅଣ୍ଡରଟେକିଂ ଦେବା ପରେ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ମହାମାରୀ କରୋନା ପାଇଁ ଗତ ୧୬ ତାରିଖରୁ ୧୪ ଦିନ ହେଲା ବନ୍ଦ ଥିଲା ୟୁନିଟ୍‌-୪ ମାର୍କେଟ୍‌। ମହାମାରୀ କରୋନା ଏବେ ଭୁବନେଶ୍ୱରରେ ଭୟଙ୍କର ରୂପ ଧାରଣ କରୁଛି। ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ […]

unit-4-market

unit-4-market

Manoranjan Sial
  • Published: Thursday, 30 July 2020
  • Updated: 31 July 2020, 07:28 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍ କାଲିଠାରୁ ଖୋଲିବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅନୁମତି ଦେଇଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିବାକୁ ବ୍ୟବସାୟୀ ସଂଘ ରାଜି ହୋଇ ଅଣ୍ଡରଟେକିଂ ଦେବା ପରେ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ମହାମାରୀ କରୋନା ପାଇଁ ଗତ ୧୬ ତାରିଖରୁ ୧୪ ଦିନ ହେଲା ବନ୍ଦ ଥିଲା ୟୁନିଟ୍‌-୪ ମାର୍କେଟ୍‌।

ମହାମାରୀ କରୋନା ଏବେ ଭୁବନେଶ୍ୱରରେ ଭୟଙ୍କର ରୂପ ଧାରଣ କରୁଛି। ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ବିଏମ୍‌ସି। ଅନ୍ୟପକ୍ଷରେ ଦୋକାନ ବଜାର ଖୋଲୁ ନଥିବାରୁ ଚିନ୍ତାରେ ବ୍ୟବସାୟୀ। ମହାମାରୀ କରୋନା ଭିତରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ଦୋକାନ ଖୋଲିବାକୁ ବ୍ୟବସାୟୀମାନେ ରାଜି ହୋଇଛନ୍ତି। ସେଥିପାଇଁ ଅଣ୍ଡରଟେକିଂ ଦେବାରୁ ଦୋକାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୬୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୫୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story