ରାସ୍ତାକାମକୁ ବିରୋଧ କରି ଗାଡ଼ି ଜାଳିଦେଲେ ମାଓବାଦୀ

କଳାହାଣ୍ଡି(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା କଦମ୍ବଗୁଡ଼ା ନିକଟରେ ମାଓବାଦୀ ୨ଟି ଗାଡି ଜାଳିଦେଇଛନ୍ତି। ରାସ୍ତା କାମରେ ନିୟୋଜିତ ୨ଟି ଗାଡିକୁ ଜାଳି ଦେଇଛନ୍ତି। ରାସ୍ତାକାମକୁ ବିରୋଧ କରି ମାଓବାଦୀ ଏହି ଲଙ୍କାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ସେମାନେ ଗୋଟିଏ ମିକ୍ସର ମେସିନ ଓ ଗୋଟିଏ ପାଣି ଟ୍ୟାଙ୍କର ଜାଳି ଦେଇଛନ୍ତି।

maoist

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 12:27 PM IST

Related story