ନିରଞ୍ଜନ ମୁଖିଆ ହେବାପରେ  କିଏ କ’ଣ କହୁଛନ୍ତି, ଶୁଣନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ହେଲା ନବକଳେବର  ଦଳର ମଙ୍ଗ ଧରିଲେ ପୁରୁଖା ନେତା ନିରଞ୍ଜନ ପଟ୍ଟନାୟକ। କଂଗ୍ରେସର ରାଜ୍ୟ ପ୍ରଭାରୀ, ଦଳୀୟ ନେତା ଓ ରାହୁଲଙ୍କ ମଧ୍ୟରେ ମାନସମନ୍ଥନ ପରେ ଶେଷରେ  ଘୋଷଣା ହୋଇଛି ନିରଞ୍ଜନଙ୍କ ନାଁ। ସେହିପରି ନିରଞ୍ଜନଙ୍କୁ ସହଯୋଗ ଲାଗି ନବ, ଚିରଂଜୀବ ଓ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ନିରଞ୍ଜନ ପିସିସି ସଭାପତି ହୋଇଥିବା ବେଳେ ଚିରଞ୍ଜୀବ ବିଶ୍ୱାଳ, ନବ ଦାସ  ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି। ନିରଞ୍ଜନଙ୍କୁ ସହାୟତା କରିବାକୁ ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି।  ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସମନ୍ୱୟ କମିଟିର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି। ଜୟଦେବ ଜେନାଙ୍କୁ କୋର୍ କମିଟି ଅଧ୍ୟକ୍ଷ ଓ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଦାୟିତ୍ୱ ମିଳିଛି । ସେହିପରି ଶ୍ରୀକାନ୍ତ ଜେନାଙ୍କୁ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ତେବେ ଏହି ନବକଳେବର ପରେ କ’ଣ କହୁଛନ୍ତି ଦଳୀୟ ନେତା ଆଶନ୍ତୁ ଶୁଣିବା ।

Ordigital Desk
• Published: Thursday, 19 April 2018
• Updated: 19 April 2018, 10:23 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ହେଲା ନବକଳେବର  ଦଳର ମଙ୍ଗ ଧରିଲେ ପୁରୁଖା ନେତା ନିରଞ୍ଜନ ପଟ୍ଟନାୟକ। କଂଗ୍ରେସର ରାଜ୍ୟ ପ୍ରଭାରୀ, ଦଳୀୟ ନେତା ଓ ରାହୁଲଙ୍କ ମଧ୍ୟରେ ମାନସମନ୍ଥନ ପରେ ଶେଷରେ  ଘୋଷଣା ହୋଇଛି ନିରଞ୍ଜନଙ୍କ ନାଁ। ସେହିପରି ନିରଞ୍ଜନଙ୍କୁ ସହଯୋଗ ଲାଗି ନବ, ଚିରଂଜୀବ ଓ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ନିରଞ୍ଜନ ପିସିସି ସଭାପତି ହୋଇଥିବା ବେଳେ ଚିରଞ୍ଜୀବ ବିଶ୍ୱାଳ, ନବ ଦାସ  ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି। ନିରଞ୍ଜନଙ୍କୁ ସହାୟତା କରିବାକୁ ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି।  ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସମନ୍ୱୟ କମିଟିର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି। ଜୟଦେବ ଜେନାଙ୍କୁ କୋର୍ କମିଟି ଅଧ୍ୟକ୍ଷ ଓ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଦାୟିତ୍ୱ ମିଳିଛି । ସେହିପରି ଶ୍ରୀକାନ୍ତ ଜେନାଙ୍କୁ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ତେବେ ଏହି ନବକଳେବର ପରେ କ’ଣ କହୁଛନ୍ତି ଦଳୀୟ ନେତା ଆଶନ୍ତୁ ଶୁଣିବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos