ନୂଆ ଦଳ କେବେ ଗଠନ କରିବେ ? ସମୟ କହିଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ଦଳ ଗଠନ କରିବେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ବିରୋଧରେ ରାଜ୍ୟରେ ଗଠନ ହେବ ଏକ ଆଞ୍ଚଳିକ ଦଳ। ଆଜି ଏହି ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ବିଜୁଙ୍କ ଆଦର୍ଶ ବାହାରେ କାମ କରୁଥିବା ଗୋଷ୍ଠୀଙ୍କୁ ପ୍ରତିହତ କରିବା ପାଇଁ ଏହି ଦଳ କାମ କରିବ ବୋଲି କହିଛନ୍ତି ଦାମ। ଏହାସହ ବିଜୁ ବାବୁଙ୍କ ନାଁରେ ଦଳ ଗଠନ ପାଇଁ ସେ ପ୍ରସ୍ତାବ ଦେବେ ବୋଲି କହିଛନ୍ତି। […]

dama-4

dama-4

Tapas Behera
  • Published: Wednesday, 07 November 2018
  • Updated: 07 November 2018, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ଦଳ ଗଠନ କରିବେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ବିରୋଧରେ ରାଜ୍ୟରେ ଗଠନ ହେବ ଏକ ଆଞ୍ଚଳିକ ଦଳ। ଆଜି ଏହି ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ବିଜୁଙ୍କ ଆଦର୍ଶ ବାହାରେ କାମ କରୁଥିବା ଗୋଷ୍ଠୀଙ୍କୁ ପ୍ରତିହତ କରିବା ପାଇଁ ଏହି ଦଳ କାମ କରିବ ବୋଲି କହିଛନ୍ତି ଦାମ। ଏହାସହ ବିଜୁ ବାବୁଙ୍କ ନାଁରେ ଦଳ ଗଠନ ପାଇଁ ସେ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।

ଆସନ୍ତା ୯ ଏବଂ ୧୦ ତାରିଖରେ ଏନେଇ ଏକ ବୈଠକ ବସିବ। ଏହାପରେ ୧୨ ତାରିଖ ସୁଦ୍ଧା ଦଳ ଗଠନ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ସେ କହିଛନ୍ତି । ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ସାମିଲ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଦାମ।

ତେବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ରାଜ୍ୟରେ ସରକାର କହିଲେ ‘ପାଣ୍ଡିଆନ’ଙ୍କୁ ବୁଝାଏ ବୋଲି ଦାମ କହିଛନ୍ତି । ଆଞ୍ଚଳିକ ଦଳ ଗଠନ ନେଇ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଜାଣିଶୁଣି ରାଜ୍ୟ ସରକାର ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story