‘ଭୋଟ ନାହିଁ ତ କାମ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ନାହିଁ ତ କାମ ନାହିଁ ? ଏପରି କହି ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ କର୍ମୀ ସମ୍ମିଳନୀରେ ସାଲୁଗାଙ୍କ ଭାଷଣରେ କହିଛନ୍ତି, ଯିଏ ମୋତେ ଭୋଟ ଦେଇନାହାନ୍ତି, ତାଙ୍କୁ କାମ କରେଇ ଦେବିନି। ଯଦି ୨୦୨୨ରେ ଜିଲ୍ଲା ପରିଷଦକୁ ଜିତାଇବ, ତେବେ ତୁମ କାମ କରିବି। ଏହି ଭିଡିଓ ନେଇ ବିଧାୟକ […]

bjd.jpg0000

Tapaswini Nayak
  • Published: Monday, 07 October 2019
  • , Updated: 07 October 2019, 01:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ନାହିଁ ତ କାମ ନାହିଁ ? ଏପରି କହି ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ କର୍ମୀ ସମ୍ମିଳନୀରେ ସାଲୁଗାଙ୍କ ଭାଷଣରେ କହିଛନ୍ତି, ଯିଏ ମୋତେ ଭୋଟ ଦେଇନାହାନ୍ତି, ତାଙ୍କୁ କାମ କରେଇ ଦେବିନି। ଯଦି ୨୦୨୨ରେ ଜିଲ୍ଲା ପରିଷଦକୁ ଜିତାଇବ, ତେବେ ତୁମ କାମ କରିବି।

ଏହି ଭିଡିଓ ନେଇ ବିଧାୟକ ସାଲୁଗା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୋତେ ବଦନାମ କରିବା ପାଇଁ କେହି ଏମିତି କରିଛି। ଏଥିପାଇଁ ମୁଁ ଆଇନର ଆଶ୍ରୟ ନେବି।

 

Related story