ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅବକାରୀ ଅଧୀକ୍ଷକଙ୍କ ଘର ଓ ଅଫିସ୍ ସମେତ ୮ଟି ସ୍ଥାନରେ ରେଡ୍ ଚାଲିଛି । ଅବକାରୀ ଅଧୀକ୍ଷକଙ୍କ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଓ ବୁର୍ଲାସ୍ଥିତ ଘରେ ଚଢ଼ାଉ କରି ଭିଜିଲାନ୍ସ  ଟିମ୍‌ ଟଙ୍କା ସମେତ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

baragada-1-1

Niharika Rout
  • Published: Thursday, 02 July 2020
  • , Updated: 02 July 2020, 08:42 AM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅବକାରୀ ଅଧୀକ୍ଷକଙ୍କ ଘର ଓ ଅଫିସ୍ ସମେତ ୮ଟି ସ୍ଥାନରେ ରେଡ୍ ଚାଲିଛି ।

ଅବକାରୀ ଅଧୀକ୍ଷକଙ୍କ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଓ ବୁର୍ଲାସ୍ଥିତ ଘରେ ଚଢ଼ାଉ କରି ଭିଜିଲାନ୍ସ  ଟିମ୍‌ ଟଙ୍କା ସମେତ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story