ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରରୁ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରୁ ମିଳିଲା ୨ ଲକ୍ଷ ୩୪  ହଜାର ୯ଶହ ଟଙ୍କା । ଏହାକୁ ଭିଜିଲାନ୍ସ ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟରେ ତନାଘନା ଚଳାଇଛି। ଏତେ ଟଙ୍କା କେଉଁଠୁ ଓ କାହାଦ୍ୱାରା ଆସି ତାଙ୍କ ଡ୍ରରେ ପଶିଲା ସେ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ । ତେବେ ତଦନ୍ତ […]

balesore

balesore

Niharika Rout
  • Published: Friday, 23 October 2020
  • Updated: 23 October 2020, 11:23 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରୁ ମିଳିଲା ୨ ଲକ୍ଷ ୩୪  ହଜାର ୯ଶହ ଟଙ୍କା । ଏହାକୁ ଭିଜିଲାନ୍ସ ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟରେ ତନାଘନା ଚଳାଇଛି।

ଏତେ ଟଙ୍କା କେଉଁଠୁ ଓ କାହାଦ୍ୱାରା ଆସି ତାଙ୍କ ଡ୍ରରେ ପଶିଲା ସେ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ । ତେବେ ତଦନ୍ତ ଚାଲିଥିବାରୁ ତାଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ଭିଜିଲାନ୍ସ ଏସପି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଏହି ଚଢାଉ ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos