ବାଲେଶ୍ୱର ଓ ତିର୍ତ୍ତୋଲରେ କମିଛି ଭୋଟ ଦାନ ହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ଭୋଟଦାନ ହାର ସାମାନ୍ୟ କମିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଭୋଟ ନେଇ ଏପରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱରରେ ୭୦.୬୯% ଏବଂ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି।  ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଭୋଟଦାନ ହାର ସାମାନ୍ୟ କମିଛି। ଭୋଟ ଗ୍ରହଣ ପରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍‌କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଗତ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯, ତିର୍ତ୍ତୋଲରେ ୭୪.୦୯% […]

evm

evm

Niharika Rout
  • Published: Wednesday, 04 November 2020
  • Updated: 04 November 2020, 02:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ଭୋଟଦାନ ହାର ସାମାନ୍ୟ କମିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଭୋଟ ନେଇ ଏପରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ବାଲେଶ୍ୱରରେ ୭୦.୬୯% ଏବଂ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି।  ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଭୋଟଦାନ ହାର ସାମାନ୍ୟ କମିଛି। ଭୋଟ ଗ୍ରହଣ ପରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍‌କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି।

ଗତ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯, ତିର୍ତ୍ତୋଲରେ ୭୪.୦୯% ମତଦାନ ହୋଇଥିଲା। ତିର୍ତ୍ତୋଲରେ ୩୧୯୩ ପୋଷ୍ଟାଲ ବାଲାଟ ହୋଇଥିବା ବେଳେ ୧୦୪ କରୋନା ଆକ୍ରାନ୍ତ ଭୋଟ୍ ଦେଇଛନ୍ତି। ସେହିପରି ବାଲେଶ୍ୱରରେ ୧୬୩୧ ପୋଷ୍ଟାଲ ବାଲାଟ ପଡ଼ିଥିବା ବେଳେ  ୬ କରୋନା ଆକ୍ରାନ୍ତ ଭୋଟ୍ ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି । ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ରେ ।

ଗତକାଲି ବାଲେଶ୍ୱର ଖ୍ରୀଷ୍ଟିଆନ ହାଇସ୍କୁଲ ପରିସରରେ ପୁଲିଂ ପାର୍ଟି ସେମାନଙ୍କର ଇଭିଏମ୍‌କୁ ହସ୍ତାନ୍ତର କରିଥିଲେ । ରାତି ୧୦ଟା ସୁଦ୍ଧା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ରିସିଭିଙ୍ଗ ସେଣ୍ଟରରେ ପହଞ୍ଚିଥିଲା  । ପରେ ଏଗୁଡିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story