ହାତୀ ଓ ତେଲ ନଦୀ ଫୁଲୁଛି, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ହାତୀ ଓ ତେଲ ନଦୀ ଫୁଲୁଛି।  ଏହି ଦୁଇ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଲାଞ୍ଜିଗଡ଼ ବ୍ଲକ୍‌ର ପ୍ରାୟ ୧୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜୁନାଗଡ଼ ବ୍ଲକ୍‌ର ବୁଢ଼ିଦର ପଞ୍ଚାୟତର ସାନଦର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଏହା ଫଳରେ ପ୍ରାୟ ୧୦୦ ଏକର ଜମିରେ ବାଲି ମାଡ଼ିଯାଇଛି। ନାଗାବଳୀ ନଦୀରେ ଜଣେ ଭାସି ଯାଇଥିବା ଜଣାପଡ଼ିଛି। ପ୍ରବଳ ବର୍ଷା […]

tel

tel

Rakesh Mallick
  • Published: Monday, 16 July 2018
  • Updated: 16 July 2018, 02:56 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ହାତୀ ଓ ତେଲ ନଦୀ ଫୁଲୁଛି।  ଏହି ଦୁଇ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଲାଞ୍ଜିଗଡ଼ ବ୍ଲକ୍‌ର ପ୍ରାୟ ୧୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜୁନାଗଡ଼ ବ୍ଲକ୍‌ର ବୁଢ଼ିଦର ପଞ୍ଚାୟତର ସାନଦର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଏହା ଫଳରେ ପ୍ରାୟ ୧୦୦ ଏକର ଜମିରେ ବାଲି ମାଡ଼ିଯାଇଛି। ନାଗାବଳୀ ନଦୀରେ ଜଣେ ଭାସି ଯାଇଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା ପରେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି।   ଏ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ୨ଗେଟ୍ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨  ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।   ଏହି ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତର ନିକଟତର ହୋଇଛି।  ବିପଦ ସଙ୍କେତ ୯୦ ଫୁଟ୍ ରହିଥିବା ବେଳେ ନଦୀର ଜଳସ୍ତର ଏବେ ୮୯.୨ ଫୁଟ୍  ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story