ପରିବା ଦର ବଢ଼ିବା ପାଇଁ କିଏ ଦାୟୀ ?

  • Published: Saturday, 01 July 2023
  • , Updated: 01 July 2023, 04:12 PM IST

ମୌସୁମୀ ବର୍ଷା ଆରମ୍ଭ ପରେ ପରିବା ବଜାରରେ ଚଡ଼କ ପଡ଼ିଛି। ପ୍ରାୟ ସବୁ ପରିବା କିଲୋ ପିଛା ୬୦ ରୁ ୮୦ ଟଙ୍କା ଉପରେ ରହିଛି। ପ୍ରବଳ ଖରା ପରେ ପରେ ପ୍ରବଳ ବର୍ଷା ଯୋଗୁଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଲଙ୍କା, ଟମାଟୋ, ପୋଟଳ, ଜହ୍ନି କଲରା ଓ ବାଇଗଣ କିଆରିରେ ପାଣି ଜମି ରହିବାରୁ ଗଛ ନଷ୍ଟ ହୋଇଯାଇଛି।

Related story