କାହିଁକି ଉତ୍ତର ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ

  • Published: Monday, 03 July 2023
  • , Updated: 03 July 2023, 05:49 PM IST

ବିଜେଡି ବିଧାୟକ, ସାଂସଦ, ଜନପ୍ରତିନିଧି ମାନେ କଣ ଗୌଣ ହୋଇଗଲେ କି । ମୁଖ୍ୟମନ୍ତ୍ରୀ ଆଉ କଣ ଜନପ୍ରତିନିଧି ମାନଙ୍କୁ ବିଶ୍ଵାସ କରି ପାରୁ ନାହାଁନ୍ତି କି ? ସଚିବଙ୍କ ପାଇଁ ଚେୟାର ପକାଇବା ମନ୍ତ୍ରୀ ଓ ସାଂସଦ ମାନଙ୍କର କେବଳ କାମ ବୋଲି ଲୋକ ମାନେ କହିଲେଣି । 5ଟି ସଚିବଙ୍କ ପାଇଁ କେତେ ଲୋକ ଆଣିବେ କେମିତି ପରିଚାଳନା କରିବେ ସେଥିପାଇଁ ବିଜେଡି ତାର ନେତା ମାନଙ୍କୁ ଦାୟିତ୍ୱ ଦେଉଥିବାର କାଗଜ ଦେଖାଇ କଡା ସମାଲୋଚନା କଲା ବିଜେପି ।

Related story