ସ୍ୱାମୀଙ୍କ ଲୁଗା ଦୋକାନ ଆଗରେ ଧାରଣାରେ ବସିଲେ ସ୍ତ୍ରୀ

ଯାଜପୁର (ଗୁଲାମ ଗସ): ଭରଣ ପୋଷଣ ପାଇଁ ସ୍ୱାମୀଙ୍କ ଲୁଗା ଦୋକାନ ଆଗରେ ଧାରଣାରେ ବସିଲେ ସ୍ତ୍ରୀ। ଆଜି ଏପରି ଚିତ୍ର ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଜାରକା ବଜାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ବରୀ ବ୍ଲକ୍‌ ବାଇଁଶିରିଆ ପଞ୍ଚାୟତ ମାଳଦା ଗାଁର ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ୨୦୨୦ […]

Jajpur

Jajpur

Manoranjan Sial
  • Published: Friday, 07 January 2022
  • Updated: 07 January 2022, 07:42 PM IST

ଯାଜପୁର (ଗୁଲାମ ଗସ): ଭରଣ ପୋଷଣ ପାଇଁ ସ୍ୱାମୀଙ୍କ ଲୁଗା ଦୋକାନ ଆଗରେ ଧାରଣାରେ ବସିଲେ ସ୍ତ୍ରୀ। ଆଜି ଏପରି ଚିତ୍ର ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଜାରକା ବଜାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ବରୀ ବ୍ଲକ୍‌ ବାଇଁଶିରିଆ ପଞ୍ଚାୟତ ମାଳଦା ଗାଁର ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କୁ ଜାରକା ଗୋକର୍ଣ୍ଣେଶ୍ୱର ମନ୍ଦିରରେ ରୀତିନୀତିରେ ବିବାହ କରିଥିଲେ। ବିବାହର ୪ ମାସ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଯାହାଫଳରେ ଡଲିସ୍ମିତା ବାପ ଘରକୁ ପଳାଯାଇଥିଲା। ସେଠାରେ ସେ ତାଙ୍କ ବିଧବା ମାଆଙ୍କ ସହିତ ରହୁଥିଲେ। ଏବେ ଡଲିସ୍ମିତା ଭରଣ ପୋଷଣ ଦାବି କରୁଛନ୍ତି। କିନ୍ତୁ ଭରଣ ପୋଷଣ ଦେବାକୁ ମନା କରିଦେଇଛନ୍ତି ଅରବିନ୍ଦ।

ସେପଟେ ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ଏ ସମ୍ପର୍କରେ ଡଲିସ୍ମିତା ଜାଣିପାରି ନ୍ୟାୟ ପାଇବା ପାଇଁ ଆଜି ଜାରକା ବଜାରରେ ପହଞ୍ଚି ଛନ୍ତି। ଆଉ ସ୍ୱାମୀଙ୍କ ଲୁଗା ଦୋକାନ ସମ୍ମୁଖରେ ମାଆଙ୍କ ସହିତ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ଅନ୍ୟପଟେ ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ମହିଳା ଜଣକ ଆଜି ଆସି ଦୋକନରେ ବସି ଗାଳିଗୁଲଜ କରୁଥିବା ନେଇ ଦୋକାନୀ ମାଲିକ ତଥା ଅରବିନ୍ଦଙ୍କ ବଡ଼ଭାଇ ଅଭିଯାଗ କହିଛନ୍ତି। ଏନେଇ ସେ ଥାନାରେ ଜଣାଇବା ପରେ ଧର୍ମଶାଳା ଥାନ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story