ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ଚୋରି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଉରକେଲାରେ ଏକ ମଦ ଦୋକାନରୁ ମଦ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନୟାବଜାର ଅଞ୍ଚଳରେ। ଗତକାଲି ରାତିରେ ଏଠାରେ ଥିବା ଏକ ବିଦେଶୀ ମଦ ଦୋକାନର ଆଜବେଷ୍ଟସ୍ ଛାତକୁ ଭାଙ୍ଗି ମଦ ଚୋରି କରାଯାଇଛି। ଏନେଇ ପ୍ଲାଣ୍ଟ୍ ସାଇଟ୍‌ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

Untitled-4

Untitled-4

Jitendra Garnayak
  • Published: Tuesday, 14 April 2020
  • Updated: 14 April 2020, 01:15 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଉରକେଲାରେ ଏକ ମଦ ଦୋକାନରୁ ମଦ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନୟାବଜାର ଅଞ୍ଚଳରେ। ଗତକାଲି ରାତିରେ ଏଠାରେ ଥିବା ଏକ ବିଦେଶୀ ମଦ ଦୋକାନର ଆଜବେଷ୍ଟସ୍ ଛାତକୁ ଭାଙ୍ଗି ମଦ ଚୋରି କରାଯାଇଛି। ଏନେଇ ପ୍ଲାଣ୍ଟ୍ ସାଇଟ୍‌ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos