ସନ୍ଧ୍ୟାବତୀଙ୍କ ବୟାନକୁ ଗ୍ରହଣ କରିପାରୁନାହାନ୍ତି ମହିଳା ଅଧିକାର ସୁରକ୍ଷା କର୍ମୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅଙ୍କ ବିବାହ ବୟସ ବୃଦ୍ଧି ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଏହାର ପୁନଃ ବିଚାର ପାଇଁ ସେ ଲୋକସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସନ୍ଧ୍ୟାବତୀଙ୍କ ଏପରି ଯୁକ୍ତିକୁ କିନ୍ତୁ ନାପସନ୍ଦ କରିଛନ୍ତି ମହିଳା ଅଧିକାର ସୁରକ୍ଷା କର୍ମୀ ଓ ଅଭିଭାବକ। ଝିଅଙ୍କ ବିବାହ ବୟସ ୨୧ ରଖିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି […]

Child-Marriage

Child-Marriage

Manoranjan Sial
  • Published: Wednesday, 05 January 2022
  • Updated: 05 January 2022, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅଙ୍କ ବିବାହ ବୟସ ବୃଦ୍ଧି ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଏହାର ପୁନଃ ବିଚାର ପାଇଁ ସେ ଲୋକସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସନ୍ଧ୍ୟାବତୀଙ୍କ ଏପରି ଯୁକ୍ତିକୁ କିନ୍ତୁ ନାପସନ୍ଦ କରିଛନ୍ତି ମହିଳା ଅଧିକାର ସୁରକ୍ଷା କର୍ମୀ ଓ ଅଭିଭାବକ।

ଝିଅଙ୍କ ବିବାହ ବୟସ ୨୧ ରଖିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହାନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ତାଙ୍କର ଯୁକ୍ତି ପୁଅ ଓ ଝିଅଙ୍କ ବିବାହ ବୟସ ୧୮ ବର୍ଷ ହେଉ। ନହେଲେ ବଢିବ ଅବିବାହିତ ମାତୃତ୍ୱ। ଏହି ଯୁକ୍ତି ନେଇ ମହିଳା ଓ ଶିଶୁ ସଂପର୍କିତ ଲୋକସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ସେ ଗତକାଲି ଚିଠି ଲେଖିଛନ୍ତି।

ଝିଅଙ୍କ ବିବାହ ବୟସ ବୃଦ୍ଧି ନିଷ୍ପତ୍ତିକୁ ପୁନଃବିଚାର ପାଇଁ ଚିଠିରେ ଲେଖିଛନ୍ତି ସନ୍ଧ୍ୟାବତୀ। ସେ ଚିଠିରେ ଯୁକ୍ତି ରଖିଛନ୍ତି, ୧୮ ବର୍ଷରେ ଝିଅଙ୍କ ପାଇଁ ଶାରୀରିକ ସଂପର୍କ ଅଧିକାର ରହୁଥିବା ବେଳେ ବିବାହ ବୟସ ୨୧ ରହୁଛି। ତେଣୁ ବଢିବ ଅବିବାହିତ ମାତୃତ୍ୱ ସଂଖ୍ୟା। ଦରକାର ପଡ଼ିଲେ ପୁଅଙ୍କ ବିବାହ ବୟସ ୨୧ ପରିବର୍ତ୍ତେ ୧୮କୁ କମାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ସନ୍ଧ୍ୟାବତୀ।

ସେପଟେ ସନ୍ଧ୍ୟାବତୀଙ୍କ ଯୁକ୍ତି ଓ ଚିଠିକୁ ନେଇ ଦେଖା ଦେଲାଣି ବିବାଦ। ମହିଳା ଅଧିକାର ସୁରକ୍ଷା କର୍ମୀ ଓ ଅଭିଭାବକମାନେ ଏହି ଯୁକ୍ତିକୁ ବିରୋଧ କରିଛନ୍ତି। ସାମାଜିକ କର୍ମୀଙ୍କ ଯୁକ୍ତି ଅନୁସାରେ, ତଥ୍ୟ କହୁଛି ୧୪ରୁ ୧୮ ବର୍ଷ ମଧ୍ୟରେ ହିଁ ଅବିବାହିତ ମାଆଙ୍କ ସଂଖ୍ୟା ଅଧିକ। ତେଣୁ ବୟସ କମାଇବା ପଛରେ ଏହି ଯୁକ୍ତି ଭିନ୍ନ। ଏହା ବାଦ ବୟସ କମାଇଲେ ପୁଣି ଥରେ ଝିଅମାନେ ସମାନତା ଓ ଶିକ୍ଷା ଅଧିକାରରୁ ବଞ୍ଚିତ ହେବେ ବୋଲି କହିଛନ୍ତି ସାମାଜିକ କର୍ମୀ ନମ୍ରତା ଚଡ୍ଡା। ସେହିପରି ୨୧ ବର୍ଷ ବୟସ ବୃଦ୍ଧି ସପକ୍ଷରେ ଅଛନ୍ତି ଅଧିକାଂଶ ଅଭିଭାବକ।

ସବୁ ଧର୍ମ ଓ ବର୍ଗ ନିର୍ବିଶେଷରେ ଡିସେମ୍ବର ୧୬ରେ ଝିଅଙ୍କ ବିବାହ ବୟସକୁ ୧୮ରୁ ୨୧ କରିବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର କ୍ୟାବିନେଟ। ଯାହାକୁ ୨୧ରେ ଲୋକସଭାରେ ଉପସ୍ଥାପନ ପରେ ଅଧିକ ଆଲୋଚନା ଦରକାର ବୋଲି ମତ ପ୍ରକାଶ ପାଇବାରୁ ଲୋକସଭା ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story