‘ସରି ମମି, ଡାଡି, ମତେ ମାଫ କରିଦେବ’ ନୋଟ୍‌ ଲେଖି ଝୁଲି ପଡ଼ିଲେ ପ୍ରେମିକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଲ ପାଇ ଧୋକା ଦେଲା ପ୍ରେମିକା! ଆଉ ଜଣେ ଯୁବକ ସହିତ ବୁଲିଲା। ଯାହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ପ୍ରେମିକ। ଶେଷରେ ଝୁଲି ପଡ଼ିଲେ। ଆଉ ମରିବା ପୂର୍ବରୁ ଖୋଲି ଦେଇଗଲେ ପ୍ରେମିକାର ରଙ୍ଗୀଲା କାହାଣୀ। ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ- ସରି ମମି ଡାଡି ମୋତେ କ୍ଷମା କରିବ। *** ମୋ ଲାଇଫ୍‌ ସହ ବହୁତ ଖେଳ ଖେଳିଲା। ଆଜି ଏପରି ଘଟଣା କ୍ରାଇମ୍‌ ସିଟି ଭୁବନେଶ୍ୱରରେ ଘଟିଛି। ସୌମ୍ୟ ରଞ୍ଜନ ପାଣିଗ୍ରାହୀ […]

Souma

Souma

Manoranjan Sial
  • Published: Monday, 31 January 2022
  • Updated: 31 January 2022, 06:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଲ ପାଇ ଧୋକା ଦେଲା ପ୍ରେମିକା! ଆଉ ଜଣେ ଯୁବକ ସହିତ ବୁଲିଲା। ଯାହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ପ୍ରେମିକ। ଶେଷରେ ଝୁଲି ପଡ଼ିଲେ। ଆଉ ମରିବା ପୂର୍ବରୁ ଖୋଲି ଦେଇଗଲେ ପ୍ରେମିକାର ରଙ୍ଗୀଲା କାହାଣୀ। ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ- ସରି ମମି ଡାଡି ମୋତେ କ୍ଷମା କରିବ। *** ମୋ ଲାଇଫ୍‌ ସହ ବହୁତ ଖେଳ ଖେଳିଲା। ଆଜି ଏପରି ଘଟଣା କ୍ରାଇମ୍‌ ସିଟି ଭୁବନେଶ୍ୱରରେ ଘଟିଛି।

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୁମ୍ୱାଇରେ ମଡେଲିଂ କରୁଥିଲେ। ମାତ୍ର ମହାମାରୀ କରୋନା ପାଇଁ ଘରକୁ ଫେରି ଆସିଥିଲେ। ସେ ନନ୍ଦନ ବିହାର ପ୍ଲଟ୍‌ ନମ୍ୱର LIG 100ରେ ରହୁଥିଲେ। ଭୁବନେଶ୍ୱରରେ ରହଣୀ ସମୟରେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ କାହାଣୀ ଦୁଇ ପରିବାର ଲୋକ ଜାଣିଥିଲେ। ଏପରିକି ବାହାଘର କରିବା ପାଇଁ ସ୍ଥିର ମଧ୍ୟ ହୋଇଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି।

କରୋନାର କୋପ କମିବା ପରେ ସୌମ୍ୟ ଭୁବନେଶ୍ୱରରେ ଏକ କାଫେ ଖୋଲିଥିଲେ। ସେଠାକୁ ଯୁବତୀ ଜଣକ ନିୟମିତ ଆସୁଥିଲେ। ଆଉ ନିଜକୁ କାଫେର ମାଲିକାଣୀ ବୋଲି କହୁଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ଯଦି ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ, ତାହାହେଲେ ହଠାତ୍‌ କଣ ହେଲା ଯେ ସୌମ୍ୟ ରଶି ଲଗାଇ ଝୁଲି ପଡ଼ିଲେ? ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା! ଏହାକୁ ନେଇ ଆଜି ରାଜଧାନୀରେ ଆଲୋଚନା ହେଉଥିଲା ବେଳେ ସୌମ୍ୟଙ୍କ ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କହିଛନ୍ତି, ଯୁବତୀଙ୍କ ପ୍ରକୃତି ହେଉଛି ଧନୀ ଯୁବକଙ୍କ ସହିତ ଖେଳିବା। ଧନୀ ଯୁବକଙ୍କୁ ଫସାଇ ଟଙ୍କା ଶୋଷିବା। ଆଉ ସେ ସେୟା କରୁଥିଲା। ଯାହାକୁ ନେଇ ସୌମ୍ୟ ଟେନ୍‌ସନ୍‌ରେ ରହୁଥିଲା। ସେ ଆତ୍ମହତ୍ୟା କରିଛନ୍ତି ସତ, ହେଲେ ଏହା ମର୍ଡର ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ସୌମ୍ୟ ରହୁଥିବା ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ସେଥିରେ ଅନେକ କଥା ଲେଖାଯାଇଛି। ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି, ଆଇ ଏମ୍‌ ସରି ମମି, ଡାଡି। ମୋତେ କ୍ଷମା କରିଦେବ। *** ମୋ ଲାଇଫ୍‌ ସହ ବହୁତ ଖେଳ ଖେଳିଲା। ଗୋଟିଏ ବର୍ଷ ହେଲା ଖେଳିଲା। ଟିକେ ଟିକେ ଭୁଲ୍‌ ପାଇଁ ମାସ ମାସ ତଡ୍‌ପେଇଲା। ମୁଁ ଆଉ ଦୁନିଆକୁ ଫେସ୍‌ କରିପାରିବି ନାହିଁ। ମୁଁ ବଞ୍ଚିକି ବି ନବଞ୍ଚିଲା ପରିକା। ତମେ ମମିକୁ ବହୁତ ଭଲ ପାଅ। ତମେ ଦୁଇ ଜଣ ଖୁସିରେ ରୁହ। ଆୟନକୁ ମୁଁ ବହୁତ ମିଶ୍‌ କରିବି। ମୋର ଭଗବାନଙ୍କ ଉପରେ ଭରସା ଉଠିଗଲା। ତାଙ୍କୁ ୩୦ ବର୍ଷ ହେଲା ଡାକୁଥିଲି। ସିଏ ଖାଲି ମୋ ମନରେ କଷ୍ଟ ହିଁ ଦେଇଛନ୍ତି ବୋଲି ନୋଟ୍‌ରେ ଲେଖାଯାଇଛି।

ନୋଟ୍‌ରେ ଆହୁରି ମଧ୍ୟ ଲେଖାଯାଇଛି, *** ଲକିକୁ ଛାଡ଼ି ଆସିଲି ଅଜୟ ପାଇଁ। ଅଜୟ ଥିଲା ବେଳେ ମୋତେ ତା’ ଜାଲରେ ଫସାଇ ଦେଲା। ଅଜୟ ପାଢ଼ୀ ପ୍ଲିଜ୍‌ ମୋତେ ମାଫ୍‌ କରିଦେବ। ତମକୁ ମୁଁ କଷ୍ଟ ଦେଇଛି। *** ଅଭି(ଏବେ) ସାରସ୍ୱତ ପାଇଁ ମୋତେ ଛାଡ଼ିଗଲା। ମୁଁ ମୋ’ କର୍ମର ଫଳ ଭୋଗିବି। ପ୍ଲିଜ୍‌ ଡାଡି, ମମି ମୋତେ ମାଫ୍‌ କରିଦେବ ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି।

ଜବତ ସୁଇସାଇଡ୍‌ ନୋଟ୍‌ଟି ସୌମ୍ୟଙ୍କର ବୋଲି ଆଲୋଚନା ହେଉଛି। ତେବେ ଯାଞ୍ଚ ପରେ ଜଣାପଡ଼ିବ, ଏହି ସୁଇସାଇଡ୍‌ ନୋଟ୍‌ଟି କାହାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story