ହାଇପର୍ ଟେନ୍ସନ୍ ବା ଉଚ୍ଚ ରକ୍ତଚାପ କ’ଣ?

Ordigital Desk
  • Published: Saturday, 29 July 2017
  • , Updated: 29 July 2017, 08:20 PM IST
<p>[vc_video link=&quot;&quot; align=&quot;center&quot;]</p> <p>ଆମ ମାନଙ୍କର ଜୀବନ ଶୈଳୀ ବଦଳିଥିବାରୁ, ଏହା ସହ ତାଳଦେଇ ନୂଆ ନୂଆ ପ୍ରକାର ରୋଗ ବି ମାଡ଼ି ଆସୁଛି। ଏଭଲି ସମୟରେ ସବୁଠାରୁ ବେଶୀ ଭୟ ସୃଷ୍ଟି କରିଛି ହାଇପର ଟେନ୍ସନ୍ ବା ଉଚ୍ଚ ରକ୍ତଚାପ। କାମ ପ୍ରେସର୍, କମ୍ ଚିତ୍ତ ବିନୋଦନ, ଫାଙ୍କା ସମୟର ଅଭାବ, ଏ ସବୁ ପାଇଁ ଉଚ୍ଚ ରକ୍ତଚାପ ଆମକୁ ଗ୍ରାସ କରିଥାଏ। ଶୁଣନ୍ତୁ ଏହି ରୋଗ କାହାକୁ କହନ୍ତି ଏବଂ ଏହାର ପ୍ରକୃତ ସଂଜ୍ଞା କ&rsquo;ଣ, ସେ ସଂପର୍କରେ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେ.ପି.ଦାସ।</p>

Related story