ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଆଜି ଘୋଷଯାତ୍ରା ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ଏଥିରେ ସେ ସାଲବେଗଙ୍କୁ ମନେ ପକାଇଛନ୍ତି।

jagannath