ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
ମନୋରଂଜନ
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Home
Politics
Politics News Updates
Politics
ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଓ ଗୁରୁପ୍ରିୟା ସେତୁକୁ ବିରୋଧ କରି ମାଲକାନଗିରିରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି, ଚାଲୁନି ସରକାରୀ ବସ୍
Friday, 20 July 2018
Politics
ମାଲକାନଗିରି: ଲଗାଣ ବର୍ଷା ପାଇଁ କୋରକୋଣ୍ଡା ଓ ଏମ୍ଭି-୩୭ରେ ପୋଲ ଓ ରାସ୍ତା ବୁଡ଼ିଲା; ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
Friday, 20 July 2018
Politics
ପୁରୀର ବିଭିନ୍ନ ମାଛ ମାର୍କେଟ୍ରେ ଜନସ୍ୱାସ୍ଥ ବିଭାଗ, ଫିସେରୀ ଓ ମେରାଇନ୍ ଫିସେରୀ ପକ୍ଷରୁ ମାଛର ନମୂନା ସଂଗ୍ରହ: ମାଛରେ ବିଷାକ୍ତ ଫର୍ମାଲିନ୍ ଅଛି ନା ନାହିଁ ଚାଲିଛି ଯାଞ୍ଚ
Friday, 20 July 2018
Politics
ପାୱାର୍ କରିଡର୍ରେ ପାୱାର୍ କସରତ: କନିଷ୍ଠଙ୍କୁ ଗୁରୁତ୍ୱ, ବରିଷ୍ଠ ଭକୁଆ
Thursday, 19 July 2018
Politics
ସମ୍ବଲପୁର: ହାଇକୋର୍ଟରୁ ଜାମିନ୍ ପରେ ସୋହେଲା ଜେଲ୍ରୁ ବାହାରିଲେ ଜୟନାରାୟଣ ମିଶ୍ର, ବନାବିରା ଗୁଳିକାଣ୍ଡ ସଂପୃକ୍ତି ଅଭିଯୋଗରେ ଜେଲ୍ରେ ଥିଲେ
Thursday, 19 July 2018
Politics
ସାତକୋଶିଆ ଜଙ୍ଗଲରେ ବାଘ ଛଡ଼ାଯିବାକୁ ନେଇ ଆନ୍ଦୋଳନ ପ୍ରସଙ୍ଗ: ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ- ବାଘ ପାଇଁ ପ୍ରଶସ୍ତ ଜାଗା ଅଛି, ପ୍ରଚୁର ଖାଦ୍ୟ ରହିଛି, ପୂର୍ବରୁ ବି ସଂପୃକ୍ତ ଅଞ୍ଚଳରେ ବାଘ ବସବାସ କରୁଥିଲେ, ବାଘ ପାଇଁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ
Thursday, 19 July 2018
Politics
ଗ୍ୟାଙ୍ଗଷ୍ଟର ଟିଟୋର ବିଳାସପୂର୍ଣ୍ଣ ଜୀବନ ଫର୍ଦ୍ଦ ଖୋଲୁଛି କ୍ରାଇମବ୍ରାଞ୍ଚ: କୋଟିଏ ଟଙ୍କାର କାର୍ ସନ୍ଧାନ ପରେ ସେ ପିନ୍ଧୁଥିବା ୬ ଲକ୍ଷ ଟଙ୍କାର ଦାମୀ ସୁନାଖଚିତ ଘଣ୍ଟା ମିଳିଲା, ଦାମୀ ଘଣ୍ଟାକୁ ଜବତ କଲା କ୍ରାଇମବ୍ରାଞ୍ଚ STF
Thursday, 19 July 2018
Politics
କର୍ତ୍ତବ୍ୟରେ ଅବହେଳା ଏବଂ ଦାୟିତ୍ୱହୀନ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆଇଆଇସି ଲିଙ୍ଗରାଜ ଲେଙ୍କାଙ୍କୁ ସସ୍ପେଣ୍ଡ କଲେ ଡିଜିପି
Thursday, 19 July 2018
Politics
ବର୍ଷା, ଝଡ଼ ତୋଫାନ ନେଇ ଆଜି ଅପରାହ୍ନ ୫ଟା ୪୫ ଯାଏ ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ, କଟକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Thursday, 19 July 2018
Politics
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: କାଲିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା; ୨୧ ଏବଂ ୨୨ ତାରିଖରେ ପ୍ରବଳ ବର୍ଷା ହେବା ସମ୍ଭାବନା
Thursday, 19 July 2018
Politics
ଗୋଆ ଫେରନ୍ତା ବାଲେଶ୍ୱରର ୮ ଜଣଙ୍କୁ ଅଜଣା ଜ୍ୱର ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ନିପା ଦ୍ୱାରା କେହି ଆକ୍ରାନ୍ତ ନୁହଁନ୍ତି, ତୁଛା ଗୁଜବ, କଟକ SCBରେ ସେମାନଙ୍କର ବିଭିନ୍ନ ପ୍ରକାର ଟେଷ୍ଟ ଚାଲିଛି, ଡେଙ୍ଗୁ, ସ୍ୱାଇନ୍ ଫ୍ଲୁ ଆଦି ଟେଷ୍ଟ ହୋଇଛି, ମାଗଣା ଚିକିତ୍ସା କରାଯାଉଛି
Thursday, 19 July 2018
Politics
ଟିଟୋ ପେଟ୍ରୋଲ ଟାଙ୍କି ନେଇ ସିବିଆଇ ତଦନ୍ତ ସୁପାରିଶ ପ୍ରସଙ୍ଗ: IOCL ସିଜିଏମ୍ ପ୍ରୀତିଶ ଭରତ କହିଲେ- ଟିଟୋକୁ ପେଟ୍ରୋଲ୍ ଟାଙ୍କି ଆବଣ୍ଟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା, ଆମେ ଏ ନେଇ ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଅବଗତ କରିଥିଲୁ, ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଛି
Thursday, 19 July 2018
Politics
ଜଗା-କାଳିଆଙ୍କ ଡିସଚାର୍ଜ ପ୍ରସଙ୍ଗ: ୫ ଜଣିଆ ଡାକ୍ତରୀ ଟିମ୍ ସହ ଆସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ
Thursday, 19 July 2018
Politics
୫ ଜଣିଆ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତିନିଧିଙ୍କ ସହ ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ କଲେ ଡିଜିପି ଆର.ପି. ଶର୍ମା: ଡିଜିପିଙ୍କ ସହ ଆର୍ପି କୋଚେ, ଆର୍କେ ଶର୍ମା, ଓ ଘନଶ୍ୟାମ ଉପାଧ୍ୟାୟ ସାମିଲ ଥିଲେ
Thursday, 19 July 2018
Politics
ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି ସୁମିତ୍ରା ମହାଜନ: ଜୁଲାଇ ୧୮ରେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଥିବା ନେଇ ଲୋକସଭାରେ ସଦସ୍ୟମାନଙ୍କୁ ସୂଚିତ କଲେ ବାଚସ୍ପତି; ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ବୈଜୟନ୍ତ
Thursday, 19 July 2018
First
Prev
1469
1470
1471
1472
1473
1474
1475
1476
1477
1478
1479
Next
Last
© 2024 - Odisha Reporter. All Rights Reserved.