ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
ମନୋରଂଜନ
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Home
Politics
Politics News Updates
Politics
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଆଜି କାଉନସେଲିଂ କରାଯିବ
Monday, 06 November 2017
Politics
ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ ଘଟଣା, ମୁଖ୍ୟ ଅଭିଯୁକ୍ତ କନ୍ଧମାଳ ଟିକାବାଲିରୁ ଗିରଫ
Monday, 06 November 2017
Politics
ଜମିରେ ରୋଗ ପୋକ ଲାଗି ଫସଲ ଅଧିକ କ୍ଷତି ନହେବା ଲାଗି ପଦକ୍ଷେପ ନେବାକୁ ୨୨ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ସଚିବ
Monday, 06 November 2017
Politics
କଟକ: ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଯାତ୍ରାର ବିଭିନ୍ନ ଖାଦ୍ୟ ଷ୍ଟଲ୍ ଉପରେ ଚଢ଼ାଉ, ପ୍ରାୟ ଅଢେଇ କ୍ୱିଣ୍ଟାଲ୍ ବାସିଖାଦ୍ୟ ଜବତ
Monday, 06 November 2017
Politics
ବରଗଡ଼: ଋଣ ଛାଡ଼ ଓ ଚକଡ଼ା ପୋକ ସମସ୍ୟାର ସମାଧାନ ଆଦି ୫ ଦଫା ଦାବିରେ ମହୁଲପାଲିରେ ଚାଷୀଙ୍କ ରାସ୍ତାରୋକ
Monday, 06 November 2017
Politics
ଖୋର୍ଦ୍ଧା: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଅଭିଯୋଗରେ ୧୨ ଘଣ୍ଟିଆ ବୋଲଗଡ଼ ବନ୍ଦ ଡାକରା ଦେଇଛି ବଣିକ ସଂଘ, ଏନ୍ଏଚ୍-୫୭ରେ ଗାଡ଼ି ଚଳାଚଳ ପ୍ରଭାବିତ
Monday, 06 November 2017
Politics
ନୂଆପଡ଼ା:ଶୌଚ ପାଇଁ ଗଲା ବେଳେ ହଳଦୀ ଜଙ୍ଗଲ ନିକଟ ଓରେଇବାହାରା ଗାଁର ଜଣେ ବୃଦ୍ଧଙ୍କୁ ଦଳିଦେଲା ହାତୀ
Monday, 06 November 2017
Politics
କୁନ୍ଦୁଲି ମାମଲାରେ ରାଜ୍ୟପାଳଙ୍କୁ ଭେଟିବା ପରେ ପ୍ରସାଦ ହରିଚନ୍ଦନ କହିଲେ- ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପ୍ରମାଣିତ, ସେ ଗୃହ ବିଭାଗ ଛାଡ଼ନ୍ତୁ
Sunday, 05 November 2017
Politics
ଫସଲରେ ରୋଗ ପୋକ ଆକ୍ରମଣ ଏକ ପ୍ରାକୃତିକ ବିପତ୍ତି: ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ
Sunday, 05 November 2017
Politics
ବାରିପଦା: ଡାହାଣୀ ସନ୍ଦେହରେ ମଧୁପୁର ଗାଁରେ ପ୍ରଜାକୋର୍ଟ ଆଳରେ ୫ ମହିଳାଙ୍କୁ ଗଛରେ ବାନ୍ଧି ନିଧୁର୍ମ ପିଟିଲେ ଲୋକେ
Sunday, 05 November 2017
Politics
ବିଜେପି ଓ କଂଗ୍ରେସର ବହୁ ବଡ଼ ନେତା ବିଜେଡିରେ ସାମିଲ ହେବା ନେଇ ଭବିଷ୍ୟବାଣୀ କଲେ ମନ୍ତ୍ରୀ ପ୍ରଦୀପ ମହାରଥୀ
Sunday, 05 November 2017
Politics
ଫସଲ ନଷ୍ଟ ଉପରେ କେନ୍ଦ୍ର ନଜର ରଖିଛି, ଆବଶ୍ୟକ ହେଲେ ହସ୍ତକ୍ଷେପ କରିବ : ଜୁଏଲ ଓରାମ
Sunday, 05 November 2017
Politics
ଫସଲ ପୋଡ଼ିଲେ କ୍ଷତିପୂରଣ ମିଳିବନି କହିବା ଦୁର୍ଭାଗ୍ୟଜନକ : ଜୁଏଲ ଓରାମ
Sunday, 05 November 2017
Politics
ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କୃଷି କ୍ୟାବିନେଟ୍
Sunday, 05 November 2017
Politics
ବିଷ୍ଣୁ ଦାସ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ଗାଁ ନାଁ ପ୍ରକାଶ କରିଥିବା ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ବିଜେପି
Sunday, 05 November 2017
First
Prev
1669
1670
1671
1672
1673
1674
1675
1676
1677
1678
1679
Next
Last
© 2024 - Odisha Reporter. All Rights Reserved.