ଷ୍ଟାଫ ସିଲେକ୍ସନ୍ ଦୁର୍ନୀତି: ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟାଫ ସିଲେକ୍ସନ୍ କମିଶନରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଗତ ସଚିବ ଗିରଫ ହେବା ପରେ ନିଯୁକ୍ତି ସଂସ୍ଥାର ବିଶ୍ୱସନୀୟତା ଉପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଚନ୍ତି ଯେ, ଷ୍ଟାଫ ସିଲେକ୍ସନ ଦୁର୍ନୀତିରେ କେବଳ କମିଶନଙ୍କ ବ୍ୟକ୍ତିଗତ ସଚିବ ନୁହଁନ୍ତି କମିଶନଙ୍କ ସମସ୍ତ ସଦସ୍ୟ ସମ୍ପୃକ୍ତ ଅଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଏଥିରେ ଅନ୍ଧକାର […]

Bijay Mohapatra

Bijay Mohapatra

Ordigital Desk
  • Published: Friday, 06 August 2021
  • Updated: 06 August 2021, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟାଫ ସିଲେକ୍ସନ୍ କମିଶନରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଗତ ସଚିବ ଗିରଫ ହେବା ପରେ ନିଯୁକ୍ତି ସଂସ୍ଥାର ବିଶ୍ୱସନୀୟତା ଉପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଚନ୍ତି ଯେ, ଷ୍ଟାଫ ସିଲେକ୍ସନ ଦୁର୍ନୀତିରେ କେବଳ କମିଶନଙ୍କ ବ୍ୟକ୍ତିଗତ ସଚିବ ନୁହଁନ୍ତି କମିଶନଙ୍କ ସମସ୍ତ ସଦସ୍ୟ ସମ୍ପୃକ୍ତ ଅଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଏଥିରେ ଅନ୍ଧକାର ହୋଇଯାଇଛି। କମିଶନ ଏବେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ଷ୍ଟାଫ ସିଲେକ୍ସନ କମିଶନରେ ଜୀବିକାକୁ ନିଲାମ କରାଯାଉଛି। ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ। ଜୀବିକାକୁ ଆଉ ନିଲାମ ନକରନ୍ତୁ। ୧୦ବର୍ଷ ହେବ କମିଶନରେ ଏପରି କେଳେଙ୍କାରୀ ଚାଲିଥିଲା। ଯେବେଠୁ ଚାଲିଛି, ଯେଉଁ କମିଶନ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣଯାଉ । କମିଶନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। କମିଶନ ନିଜ ଆଡ଼ୁ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୁଅନ୍ତୁ। ନଚେତ୍ ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ସେମାନେ ଯେତେ ଅଧିକ ଦିନ ରହିବେ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ପାଇବେ ଓ ସେମାନେ କରିବେ ମଧ୍ୟ। ତେଣୁ ଭିଜିଲାନ୍ସ ନିଜର ତଦନ୍ତକୁ ଅଧପନ୍ତରିଆ ନକରି ନିର୍ଣ୍ଣାୟକ ମୋଡ଼କୁ ଆଣୁ। ଭିଜିଲାନ୍ସ ଏକ ପବ୍ଲିକ ନୋଟିସ୍ ଜାରି କରୁ। ଯେଉଁ ପିଲାମାନେ ବା ଚାକିରି ଆଶାୟୀ ଯୁବକଯୁବତୀମାନେ ଏହି କେଳେଙ୍କାରୀର ଶିକାର ହୋଇଛନ୍ତି ସେମାନଙ୍କର ଅଭିଯୋଗ ଗ୍ରହଣ କରାଯାଇ ତଦନ୍ତ କରାଯାଉ। ଏହି ସମସ୍ତ ପ୍ରକ୍ରିୟାରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିବା ମଧ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କଠୁ କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଜବତ ହେବା ଓ ତାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରି ବିଜେପି ବିକ୍ଷୋଭ କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ନ୍ୟାୟିକ ତଦନ୍ତ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story