ବିଜେପୁର ନିର୍ବାଚନ ଜିତିବା ପାଇଁ ଜଣକୁ ହତ୍ୟା କରିଥିଲା ବିଜେଡି: ଜୟନାରାୟଣ

୪୬ଜଣ ବିଜେଡି ବିଧାୟକଙ୍କ ନାଁରେ ୧୮୦ଟି ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ନାଁରେ ୩୦୭, ୫ଜଣଙ୍କ ନାଁରେ ଅସଦାଚରଣ, ଜଣକଙ୍କ ନାଁରେ ବଳାତ୍କାର ଓ ୪ଜଣଙ୍କ ନାଁରେ ଅପହରଣ ମାମଲା ରହିଛି ।

Jayanarayan Mishra PhotoOR

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

Jitendra Garnayak
  • Published: Thursday, 23 February 2023
  • Updated: 23 February 2023, 10:22 PM IST

Sports

Latest News

ମୁଁ ଅଭ୍ୟାସଗତ ଅପରାଧୀ ବୋଲି ଶାସକ ବିଜେଡି ପକ୍ଷରୁ କୁହାଯାଉଛି । ଯଦି ମୁଁ ଅପରାଧୀ, ତା’ହେଲେ ମୋ ନାଁରେ ଚାର୍ଜସିଟ୍ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛି । ଶାସକ ବିଜେଡି ବିଜେପୁର ନିର୍ବାଚନ ଜିତିବା ପାଇଁ କିପରି ଜଣକୁ ହତ୍ୟା କରିଥିଲା ତା’ର ପ୍ରମାଣ ବି ଦେଇଦେବି । ଆଜି ଏଭଳି ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଧାନସଭାରେ ନିଜର କ୍ଷୋଭ ବ୍ୟକ୍ତ କରିବା ସହ ଶାସକ ବିଜେଡକୁ ଚ୍ୟାଲେଞ୍ଜ କରିଛନ୍ତି ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଶାସକ ଦଳ ବିଧାୟକମାନେ ତାଙ୍କ ନାଁରେ ବହୁତ କିଛି କହୁଛନ୍ତି । ତେଣୁ ବିଧାନସଭାରେ ଏସବୁ କହିବା ପାଇଁ ବାଧ୍ୟ ହେଉଚି । ମୋତେ ଅଭ୍ୟାସଗତ ଅପରାଧୀ କୁହାଯାଉଛି । କିନ୍ତୁ ଶାସକ ବିଜେଡିର ବିଧାୟକମାନଙ୍କ ନାଁରେ ଅନେକ କେସ ରହିଛି । ୪୬ଜଣ ବିଜେଡି ବିଧାୟକଙ୍କ ନାଁରେ ୧୮୦ଟି ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ନାଁରେ ୩୦୭, ୫ଜଣଙ୍କ ନାଁରେ ଅସଦାଚରଣ, ଜଣକଙ୍କ ନାଁରେ ବଳାତ୍କାର ଓ ୪ଜଣଙ୍କ ନାଁରେ ଅପହରଣ ମାମଲା ରହିଛି । ୨୮ଜଣଙ୍କ ନାଁରେ ଧମକ, ୪ଜଣଙ୍କ ନାଁରେ ଲାଂଚ ନେତା ଓ ୯ଜଣଙ୍କ ନାଁରେ ଚୋରି ମାମଲା ରହିଛି । ସୌମ୍ୟ ପଟ୍ଟନାୟକଙ୍କ ନାଁରେ ୧୯ଟି କେସ୍ ଥିବାବେଳେ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ବିରୁଦ୍ଧରେ ୨୯ଟି କେସ୍ ରହିଛି ।

Also Read

ସେହିପରି ନିଜ କେସ୍ ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଲେ ଯେ, ଜଣେ ପୁଲିସ କେଉଁଠି ଥିବ ଆସି ଗୋଡ଼ ଦଳିଦେବ ଆଉ ମୁଥା ମାରିବ । କିନ୍ତୁ କେସ୍ ଆଉ ମୁଥା ଖାଇଥିବା ଲୋକ ନାଁରେ କେସ୍ ହେବ । ସେପୁଣି ବିରୋଧୀ ଦଳ ନେତାଙ୍କ ଭଳି ଜଣେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ । ତେଣୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଯଦି କାହାପ୍ରତି ସାମନ୍ୟତମ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବି ବୋଲି କିଏ ପ୍ରମାଣ କରିଦେବ ତା’ହେଲେ ରାଜନୀତି ଛାଡ଼ିଦେବି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ନବ ଦାସ ହତ୍ୟା ମାମଲା ଉଠାଇ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ କରିଥିଲେ ।  ମନ୍ତ୍ରୀମାନେ ସରକାର । ନବ ଦାସ ହତ୍ୟାକାଣ୍ଡର ଚକ୍ରାନ୍ତ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ନେତା କରିଥାଇ ପାରନ୍ତି ବୋଲି ମନ୍ତ୍ରୀ କିଭଳି କହିଲେ । ତା’ହେଲେ କ’ଣ ତଦନ୍ତକୁ ପ୍ରଭାବିତ କରିବା ପାଇଁ ମନ୍ତ୍ରୀ ଚେଷ୍ଟା କରୁଛନ୍ତି କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story