‘ଓଡ଼ିଶା ବିଜେପିର ବି’ ଟିମ୍‌ରେ ପରିଣତ ହୋଇଛି ଓଡ଼ିଶା କଂଗ୍ରେସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିର ବନ୍ଦ ଡାକରାକୁ ନେଇ କଂଗ୍ରେସ ଉପରେ ଆଜି ବିଜେଡି ବର୍ଷିଛି। ଆଉ ଓଡ଼ିଶା ବିଜେପିକୁ ସିଧାସିଧା ସମାଲୋଚନା କରିଛି। ଆରୋପ ଲଗାଇ ବିଜେଡି କହିଛି, ଓଡ଼ିଶା ବିଜେପିର ବି’ ଟିମ୍‌ ଭାବେ ପରିଣତ ହୋଇଯାଇଛି ଓଡ଼ିଶା କଂଗ୍ରେସ୍‌। ଆର୍ଥିକ ସ୍ଥିତି ଭଲ ନଥିବାରୁ ଓଡ଼ିଶା କଂଗ୍ରେସର ପ୍ରାୟୋଜକ ସାଜିଛି ଓଡ଼ିଶା ବିଜେପି। ସେହି ସର୍ତ୍ତ ଅନୁସାରେ ଓଡ଼ିଶା କଂଗ୍ରେସ ଆସନ୍ତାକାଲି ବନ୍ଦ ଡାକରା ଦେଇଛି ବୋଲି ବିଜେଡି ଅଭିଯୋଗ କରିଛି। କଂଗ୍ରେସର ବନ୍ଦ […]

Sasmit-Patra

Sasmit-Patra

Manoranjan Sial
  • Published: Thursday, 11 November 2021
  • Updated: 11 November 2021, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିର ବନ୍ଦ ଡାକରାକୁ ନେଇ କଂଗ୍ରେସ ଉପରେ ଆଜି ବିଜେଡି ବର୍ଷିଛି। ଆଉ ଓଡ଼ିଶା ବିଜେପିକୁ ସିଧାସିଧା ସମାଲୋଚନା କରିଛି। ଆରୋପ ଲଗାଇ ବିଜେଡି କହିଛି, ଓଡ଼ିଶା ବିଜେପିର ବି’ ଟିମ୍‌ ଭାବେ ପରିଣତ ହୋଇଯାଇଛି ଓଡ଼ିଶା କଂଗ୍ରେସ୍‌। ଆର୍ଥିକ ସ୍ଥିତି ଭଲ ନଥିବାରୁ ଓଡ଼ିଶା କଂଗ୍ରେସର ପ୍ରାୟୋଜକ ସାଜିଛି ଓଡ଼ିଶା ବିଜେପି। ସେହି ସର୍ତ୍ତ ଅନୁସାରେ ଓଡ଼ିଶା କଂଗ୍ରେସ ଆସନ୍ତାକାଲି ବନ୍ଦ ଡାକରା ଦେଇଛି ବୋଲି ବିଜେଡି ଅଭିଯୋଗ କରିଛି।

କଂଗ୍ରେସର ବନ୍ଦ ଡାକରାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ମହାମାରୀ କୋଭିଡ୍‌ ପାଇଁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ବର୍ତ୍ତମାନ ସେମାନଙ୍କ ଜୀବନ ଓ ଜୀବିକା ସ୍ୱାଭାବିକ ହେବାକୁ ଯାଉଛି। ଠିକ୍‌ ସେତିକି ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି। ଓଡ଼ିଶା କଂଗ୍ରେସର ଆସନ୍ତାକାଲି ବନ୍ଦ ଡାକରା ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପ୍ରତି କୁଠାରଘାତ, ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର ଆହୁରି କହିଛନ୍ତି- “କଂଗ୍ରେସ ଯେଉଁ ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଉଛି, ସେହି ପୀଡ଼ିତାଙ୍କ ପରିବାର ମଧ୍ୟ କହିଛନ୍ତି ଏହି ଏହାକୁ ରାଜନୀତି କରଣ କରାନଯାଉ। ପୀଡ଼ିତାଙ୍କ ତାଙ୍କ ମଧ୍ୟ ବାପା ହାତ ଯୋଡ଼ି କହିଛନ୍ତି, ତଦନ୍ତ ଉପରେ ତାଙ୍କର ଭରସା ଓ ବିଶ୍ୱାସ ଅଛି। ତଦନ୍ତ ଠିକ୍‌ ଭାବେ ଚାଲିଛି। ସେତେବେଳେ ଓଡ଼ିଶା କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବାକୁ ପ୍ରଚେଷ୍ଟା ଚାଲିଛି। ଓଡ଼ିଶାର ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇ ଶସ୍ତା ରାଜନୀତିକୁ ଓହ୍ଲାଇଛି କଂଗ୍ରେସ।”

ଶ୍ରୀ ପାତ୍ର କହିଛନ୍ତି-“ଆମେ ଆହ୍ୱନ କରୁଛୁ ଓଡ଼ିଶା କଂଗ୍ରେସକୁ, ଯଦି ସେମାନଙ୍କ ପାଖରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ। କୋର୍ଟ ନ୍ୟାୟ ଦେବେ। କିନ୍ତୁ ଏ ପ୍ରକାର ବନ୍ଦ ଡାକରା ଦେଇ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଠି ଗୋଟିଏ କଥା ସ୍ପଷ୍ଟ ଯେ ଓଡ଼ିଶା ବିଜେପିର ବି’ ଟିମ୍‌ ଭାବେ ଓଡ଼ିଶା କଂଗ୍ରେସ ପରିଣତ ହୋଇଛି। ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ। ଯେତେବେଳେ ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ, ସେତେବେଳେ ସେମାନେ ଓଡ଼ିଶା ବିଜେପି ପାଖରୁ ତାଙ୍କର କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରାୟୋଜିତ କରାଉଛନ୍ତି। ଆମେ ସମସ୍ତେ ଜାଣିଛୁ ଯେତେବେଳେ କୌଣସି କାର୍ଯ୍ୟକ୍ରମ ପ୍ରାୟୋଜିତ ହୁଏ, ସେଥିପାଇଁ କିଛି ସର୍ତ୍ତାବଳୀ ଥାଏ। ଆଜି ସେହି ସର୍ତ୍ତାବଳୀ ଯୋଗୁ ଓଡ଼ିଶା ବିଜେପିର ଇସାରାରେ ଓଡ଼ିଶା କଂଗ୍ରେସ ନାଚୁଛି। ମୌଳିକ ସମସ୍ୟା ଯଥା ଦରଦାମ ବୃଦ୍ଧି, ତିନିଟି ଯାକ କୃଷି ଆଇନ୍‌କୁ ନେଇ ଚାଷୀଙ୍କ ସମସ୍ୟା ପ୍ରମୁଖକୁ ନେଇ ଓଡ଼ିଶା କଂଗ୍ରେସ ମୁହଁ ଖୋଲୁନାହିଁ। ସେମାନେ ସେହି ବିଷୟରେ ମୁହଁ ଖୋଲୁଛି, ଯାହା ବିଜେପି ଚାହୁଁଛି।”

ସେ କହିଛନ୍ତି-“ଆମେ ଅନୁରୋଧ କରୁଛୁ ଓଡ଼ିଶା କଂଗ୍ରେସକୁ ସେମାନେ ଓଡ଼ିଶା ବିଜେପିର ବି’ ଟିମ୍‌ ହୋଇ କାମ ନକରନ୍ତୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବନ୍ଦ ଡାକରାକୁ ପ୍ରତ୍ୟାହାର କରନ୍ତୁ। ଓଡ଼ିଶାର ଜନସାଧାରଣ ବନ୍ଦ ଚାହୁଁନାହାନ୍ତି। ଓଡ଼ିଶାର ଜନସାଧାରଣ ଚାହୁଁଛନ୍ତି, ଜୀବିକା ପାଇଁ କାଲି ସେମାନେ ଘରୁ ବାହାରିବେ ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଓ କାମ କରିବେ। ଓଡ଼ିଶା କଂଗ୍ରେସ ସେମାନଙ୍କୁ ସେମାନଙ୍କ ମୌଳିକ ସମସ୍ୟାରୁ ବଞ୍ଚିତ ନକରୁ। କାଲିର ବନ୍ଦ ଯୋଗୁ ହେବାକୁ ଥିବା କ୍ଷତି ସେମାନଙ୍କ ପାଇଁ କଷ୍ଟଦାୟକ ହେବ। ସେଥିପାଇଁ ଓଡ଼ିଶାବାସୀ କଂଗ୍ରେସକୁ କ୍ଷମା ଦେବେନାହିଁ। ଏପରିକି ଓଡ଼ିଶା ବିଜେପିକୁ ମଧ୍ୟ କ୍ଷମା ଦେବେନାହିଁ। ଉଚିତ ସମୟରେ ଦୁହିଁଙ୍କୁ ଉଚିତ ଜବାବ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story