ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆଳରେ କରୋନା କଟକଣା ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ କଟକ ଓ ଭୁବନେଶ୍ୱରରେ କରୋନା ମହାମାରୀ ସଂକ୍ରମଣ ନିୟନ୍ତ୍ରଣ ହେଉନଥିବାବେଳେ ବିଜେଡି ରାଜ୍ୟ ମୁଖ୍ୟାଳୟରେ ଖୋଲାଖୋଲି ଭାବେ କରୋନା କଟକଣାକୁ ଉଲ୍ଳଘଂନ କରାଯାଉଛି। ରକ୍ତଦାନ ଶିବିର ନାଁରେ ବିଜେଡି କାର୍ଯ୍ୟାଳୟରେ ଶହ ଶହ ଲୋକ ଏକଜୁଟ ହୋଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କିମ୍ବା କର୍ତ୍ତୃପକ୍ଷ ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମହିଳା ବିଜେଡି ପକ୍ଷରୁ ଆଜି ରାଜ୍ୟ […]

bjd

bjd

Ordigital Desk
  • Published: Monday, 19 July 2021
  • Updated: 19 July 2021, 11:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ କଟକ ଓ ଭୁବନେଶ୍ୱରରେ କରୋନା ମହାମାରୀ ସଂକ୍ରମଣ ନିୟନ୍ତ୍ରଣ ହେଉନଥିବାବେଳେ ବିଜେଡି ରାଜ୍ୟ ମୁଖ୍ୟାଳୟରେ ଖୋଲାଖୋଲି ଭାବେ କରୋନା କଟକଣାକୁ ଉଲ୍ଳଘଂନ କରାଯାଉଛି। ରକ୍ତଦାନ ଶିବିର ନାଁରେ ବିଜେଡି କାର୍ଯ୍ୟାଳୟରେ ଶହ ଶହ ଲୋକ ଏକଜୁଟ ହୋଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କିମ୍ବା କର୍ତ୍ତୃପକ୍ଷ ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମହିଳା ବିଜେଡି ପକ୍ଷରୁ ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୭୩ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । କେବଳ ମହିଳାମାନେ ଏହି ରକ୍ତଦାନ କରିଛନ୍ତି । ଜୀବନବିନ୍ଦୁ ଓ ମୋ ପରିବାର ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାବେଳେ ପ୍ରାୟ ୨୦୦ରୁ ୩୦୦ଜଣ ମହିଳା ଓ ବିଜେଡି ନେତା-ମନ୍ତ୍ରୀଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇ ସେଠାରେ ବିଶାଳ ସମାବେଶ କରାଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଥିଲା।

ଏହି କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣପ ପ୍ରକାଶ ଦାସଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ପ୍ରମିଳା ମଲ୍ଲିକ, ଅରୂପ ପଟ୍ଟନାୟକ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ର, ଓଟିଡିସି ଅଧ୍ୟକ୍ଷା ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର, ମହିଳା ବିଜେଡି ମହାସଚିବ କସ୍ତୁରୀ ମହାପାତ୍ର, ମହାମାୟା ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାପକ ଭାବେ କେବଳ ମହିଳାଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story