ଆନ୍ଦୋଳନ ବେଳେ ପୁଲିସ ଉପରକୁ ଅଣ୍ଡା ମାଡ଼

ବାରିପଦା (ମାନିକ ଲାଲ ପାଣି): ଆଜି ବାରିପଦାରେ ଦେଖିବାକୁ ମିଳିଛି ଶିକ୍ଷୟିତ୍ରୀ ମମିତା ତାତି। ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗିରିଫ ଦାବିରେ ଗର୍ଜିଛି ବିଜେପି। ମୟୂରଭଞ୍ଜ ଏସ୍‌ପି ଅଫିସ ଘେରଉ ବେଳେ ପୁଲିସ ଉପରକୁ ଅଣ୍ଡା ମାଡ଼ ହୋଇଛି। ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗିରିଫ ଦାବିରେ ଆଜି ବିଜେପି ବାରିପଦାରେ […]

Baripada

Baripada

Manoranjan Sial
  • Published: Wednesday, 10 November 2021
  • Updated: 10 November 2021, 04:40 PM IST

ବାରିପଦା (ମାନିକ ଲାଲ ପାଣି): ଆଜି ବାରିପଦାରେ ଦେଖିବାକୁ ମିଳିଛି ଶିକ୍ଷୟିତ୍ରୀ ମମିତା ତାତି। ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗିରିଫ ଦାବିରେ ଗର୍ଜିଛି ବିଜେପି। ମୟୂରଭଞ୍ଜ ଏସ୍‌ପି ଅଫିସ ଘେରଉ ବେଳେ ପୁଲିସ ଉପରକୁ ଅଣ୍ଡା ମାଡ଼ ହୋଇଛି।

ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗିରିଫ ଦାବିରେ ଆଜି ବିଜେପି ବାରିପଦାରେ ଆନ୍ଦୋଳନ କରିଛି। ଏସ୍‌ପି ଅଫିସ୍‌ ଘେରାଉ କରିବାକୁ ଯାଉଥିଲେ ବିଜେପି କର୍ମୀ। ଆନ୍ଦୋଳନ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ସାରସକଣା ବିଧାୟକ ବୁଢ଼ାନ ମର୍ମୁ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ୍‌, ବରିଷ୍ଠ ନେତା କୃଷ୍ଣ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ସାମିଲ୍‌ ଥିଲେ।

ବିଜେପି କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଏସ୍‌ପିଙ୍କ ଅଫିସ୍‌ ଆଡ଼କୁ ମାଡି ଯାଉଥିଲେ। ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ଶହେ ମିଟର ଦୂରରେ ବ୍ୟାରିକେଡ଼ କରି ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଯାହାକୁ ନେଇ ବିଜେପି କର୍ମୀ ଓ ପୁଲିସ ଭିତରେ କଥା କଟାକଟି ହୋଇଥିଲା। ପରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏହାରି ଭିତରେ ପୁଲିସ ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ପୁଲିସ ଉପରକୁ ବିଜେପି କର୍ମୀମାନେ ଅଣ୍ଡା ମାଡ଼ି କରିଥିବା ଅଭିଯୋଗ ହୋଇଛି। ତେବେ ଅଣ୍ଡା ମାଡ଼ ଘଟଣାକୁ ବିଜେପି ପ୍ରତ୍ୟାଖାନ କରିଛି। ବିଜେପି ଶାନ୍ତି ଶୃଙ୍ଖଳାରେ ଆନ୍ଦୋଳନ କରିବାକୁ ଚାହୁଁଥିବା ବେଳେ ପୁଲିସ ଜାଣିଶୁଣି ଭଣ୍ଡୁର କରିବାକୁ ଚାହୁଁଥିଲା ବୋଲି ବିଧାୟକମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story