ବନ୍ୟା କ୍ଷୟକ୍ଷତି ଆକଳନ: କଂଗ୍ରେସ ନେତାମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବନ୍ୟା କ୍ଷୟକ୍ଷତି ଅଂଚଳରେ ରିଲିଫ, ଥଇଥାନ କାର୍ଯ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ପାଇଁ ଏଆଇସିସି ନିର୍ଦ୍ଦେଶରେ ଗଠିତ ୯ଜଣିଆ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏହାସହିତ ଦଳର ନେତାମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇ କଂଗ୍ରେସ କର୍ମୀ,ପ୍ରଶାସନ ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରି ବନ୍ୟା ପ୍ରଭାବିତଙ୍କୁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

congress

congress

Manoranjan Sial
  • Published: Thursday, 03 September 2020
  • Updated: 03 September 2020, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବନ୍ୟା କ୍ଷୟକ୍ଷତି ଅଂଚଳରେ ରିଲିଫ, ଥଇଥାନ କାର୍ଯ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ପାଇଁ ଏଆଇସିସି ନିର୍ଦ୍ଦେଶରେ ଗଠିତ ୯ଜଣିଆ କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏହାସହିତ ଦଳର ନେତାମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇ କଂଗ୍ରେସ କର୍ମୀ,ପ୍ରଶାସନ ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରି ବନ୍ୟା ପ୍ରଭାବିତଙ୍କୁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ପ୍ରଥମ ଭର୍ଚୁଆଲ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସଂପାଦକ ରୁଦ୍ରରାଜୁ, ଆଦିତ୍ୟ ଶର୍ମାଙ୍କ ସହ ସମସ୍ତ ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କମିଟିର ସମସ୍ତ ୯ଜଣ ସଭ୍ୟ ବନ୍ୟାଂଚଳ ପରିଦର୍ଶନ, ଦଳୀୟ କର୍ମକର୍ତ୍ତାଙ୍କ ସହ ସମ୍ପର୍କ ରକ୍ଷା କରି ବନ୍ୟା ପରବର୍ତୀ ରିଲିଫ ଓ ଥଇଥାନ କାର୍ଯ୍ୟରେ ଅନୁଧ୍ୟାନ କରିବେ। ଜିଲ୍ଲା ଗସ୍ତର ରିପୋର୍ଟକୁ ସେମାନେ ୭ତାରିଖ ସୁଦ୍ଧା ପିସିସି ସଭାପତି ଓ ଓଡ଼ିଶା ପ୍ରଭାରୀଙ୍କୁ ଅବଗତ କରିବେ। ପିସିସି ବୈଠକରେ ରିପୋର୍ଟକୁ ତର୍ଜମା କରାଯାଇ ଏଆଇସିସିକୁ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କୁ ସୋନପୁର ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁର,ନୂଆପଡ଼ା, ମାଲକାନାଗିରୀ, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପୁରୀ ଓ ଖୋର୍ଦ୍ଧା ଏବଂ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେଉଁଝର ଓ ଗଜପତି। ବରିଷ୍ଠ ନେତା ଶରତ ପଟ୍ଟନାୟକ ନୟାଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ଦିଆଯାଇଥିବାବେଳେ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ବିଧାୟକ ମହମ୍ମଦ ମୋକିମଙ୍କୁ କଟକ ଓ ଢ଼େଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ଆଜି ଏହି କାର୍ଯ୍ୟକ୍ରମକୁ ପିସିସି ସୋସିଆଲ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ପରିଚାଳନା କରିଥିଲେ ବୋଲି ଦଳର ସୋସିଆଲ ମିଡିଆ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story