ଶ୍ରୀଜଗନ୍ନାଥଙ୍କୁ ନେଇ ଖେଳ ଖେଳନ୍ତୁ ନାହିଁ ସରକାର: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶା ସରକାର ଯେଉଁ ଖେଳ ଖେଳୁଛନ୍ତି ତାହା ଅତ୍ୟଧିକ କ୍ଷମତାର କୁପ୍ରଭାବ ଓ ଅହଙ୍କାରୀ ସରକାରର ପରିଚୟ ଦେଉଛି। ଯେଉଁଥିପାଇଁ ଦାନ ସୂତ୍ରରେ ମିଳିଥିବା ଜଗନ୍ନାଥ ଜମିକୁ ବେଆଇନ ଭାବେ ଲଜ୍ ମାଲିକମାନଙ୍କୁ ସରକାର ବିକ୍ରି କରିଦେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘ ୨୦ବର୍ଷ ହେଲା ପୂର୍ଣ୍ଣ ବହୁମତରେ ଶାସନ […]

niranjan

niranjan

Manoranjan Sial
  • Published: Tuesday, 25 August 2020
  • Updated: 25 August 2020, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶା ସରକାର ଯେଉଁ ଖେଳ ଖେଳୁଛନ୍ତି ତାହା ଅତ୍ୟଧିକ କ୍ଷମତାର କୁପ୍ରଭାବ ଓ ଅହଙ୍କାରୀ ସରକାରର ପରିଚୟ ଦେଉଛି। ଯେଉଁଥିପାଇଁ ଦାନ ସୂତ୍ରରେ ମିଳିଥିବା ଜଗନ୍ନାଥ ଜମିକୁ ବେଆଇନ ଭାବେ ଲଜ୍ ମାଲିକମାନଙ୍କୁ ସରକାର ବିକ୍ରି କରିଦେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘ ୨୦ବର୍ଷ ହେଲା ପୂର୍ଣ୍ଣ ବହୁମତରେ ଶାସନ କରୁଛି। କେତେବେଳେ ବିଜେପି ସହିତ ତ କେତେବେଳେ ନିଜସ୍ୱ କ୍ଷମତାରେ ପୂର୍ଣ୍ଣ ବହୁମତରେ ଶାସନ କରୁଛି। ରାଜନୈତିକ ପଣ୍ଡିତମାନେ କୁହନ୍ତି ଯେ, ଅତ୍ୟଧିକ କ୍ଷମତା ଓ ଅତ୍ୟଧିକ ବହୁମତ ସରକାରଙ୍କୁ ଅହଙ୍କାରୀ କରିଦିଏ। ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଏବଂ ବିବିଧ ଦୁର୍ନୀତିରେ ଲିପ୍ତ ଏ ସରକାର କୋଟି ହୃଦୟର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ନବକଳେବର ସମୟର ଅନିୟମିତତା ହେଉ ବା ବେଦାନ୍ତକୁ ବିଶ୍ୱବିଦ୍ୱାଳୟ କରିବା ପାଇଁ ଅମୃତମଣୋହୀ ଜମିଦେବା ପ୍ରସଙ୍ଗ ହେଉ ସବୁଠାରେ ସରକାରଙ୍କର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ଉଠିଛି। ମହାପ୍ରଭୁଙ୍କର ରତ୍ନଭଣ୍ଡାରର

ଚାବି ହଜିବା ପ୍ରସଙ୍ଗରେ କେବଳ କମିଶନ ନିଯୁକ୍ତିରେ ସରକାର ତାଙ୍କର ଦାୟିତ୍ୱ ସାରିଦେଲା ଭଳି ମନେହେଉଛି। ଏବେ ୧୯୦୫ ମସିହାରୁ ଗରିବ ଭକ୍ତମାନଙ୍କର ପୁରୀରେ ରହଣି ପାଇଁ ଦାନ ସୂତ୍ରରେ ମିଳିଥିବା କୋଟି କୋଟି ଟଙ୍କାର ବଗଲା ଧର୍ମଶାଳା ସମ୍ପତ୍ତିକୁ କେତେଜଣ ଲଜ ମାଲିକଙ୍କୁ ବେଆଇନ ଭାବେ ବିକ୍ରି କରିଛନ୍ତି। ଶ୍ରୀ ମନ୍ଦିର ଚାରିପାଖରେ ୭୫ମିଟର ଜାଗାକୁ ଖାଲି କରିବା ପାଇଁ ସରକାର ଅନେକ ବ୍ୟକ୍ତିଗତ ଜମିକୁ ଅଧିଗ୍ରହଣ କରିଛନ୍ତି ଓ ସେମାନଙ୍କୁ ମଧ୍ୟ ସରକାରୀ ତହବିଲରୁ ବଜାର ମୁତାବକ ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ଏବେ କେତେଜଣ ମୁଷ୍ଟିମେୟ ସରକାରୀ ଅଧିକାରୀ ଏହାକୁ କିଛି ବ୍ୟବସାୟୀଙ୍କ ହାତରେ ଟେକିଦେଇଛନ୍ତି। ଯାହାକି ଅତ୍ୟନ୍ତ କ୍ଷୋଭ ଓ ନିନ୍ଦନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ଗାଁ ଲୋକଙ୍କ ଉପରେ ପୁଲିସର ଲାଠିମାଡ଼କୁ ନେଇ ମଧ୍ୟ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦବେଗ ବ୍ୟକ୍ତ କରିଛନ୍ତି। ଗଞ୍ଜାମର ହିଞ୍ଜିଳିକାଟୁ ଅଂଚଳରୁ ହଜାର ହଜାର ଟ୍ରକ ବାଲି ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବାର ବିରୋଧ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିବା ଗ୍ରାମବାସୀଙ୍କ ଉପରେ ପୁଲିସ କାହିଁକି ଲାଠିମାଡ଼ କଲା ସେନେଇ ଆଇନ ମନ୍ତ୍ରୀ ବା ରାଜସ୍ୱ ମନ୍ତ୍ରୀ ତାଙ୍କର ମତ ସ୍ପଷ୍ଟ କରନ୍ତୁ। ଏ ସମସ୍ତ ଘଟଣାର ନିରବଦ୍ରଷ୍ଟା ସାଜି ମୁଖ୍ୟମନ୍ତ୍ରୀ ଏଭଳି ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story