ବିଜେଡିକୁ ଘାଇଲା ପାଇଁ ଗୌହାଟୀରେ ବ୍ଲୁ ପ୍ରିଣ୍ଟ୍ !

  • Published: Friday, 07 July 2023
  • , Updated: 07 July 2023, 04:59 PM IST

ଗୌହାଟୀରେ ବିଜେଡିକୁ ଘାଇଲା କରିବା ପାଇଁ ପ୍ରସ୍ତୁତ ହେଲା ନକ୍ସା। ୨୦୨୪ରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହେଲା ପୂରା ଯୋଜନା। ଆଗମୀ ଦିନରେ ଆଉ ଟିକେ ଆଗ୍ରେସିଭ ଏବଂ ଆଟାକିଂ ହୋଇପାରେ ବିଜେପି । ୨୦୨୪ରେ କେନ୍ଦ୍ରରେ ବିଜେପି ଆଉ ରାଜ୍ୟରେ ବଜେପି ସରକାର ପାଇଁ ପ୍ରସ୍ତୁତ ହେଲା ବଡ଼ ଯୋଜନା । ବୈଠକରେ ପୂର୍ବାଞ୍ଚଳ ରାଜ୍ୟରେ ବିଜେପି ଅଧିକ ସିଟ୍ ଆଣିବା ପାଇଁ ହେଲା ଆଲୋଚନା। ସେପଟେ ଶରତ ଓ ଦେବୀ କହିଲେ କହିଲେ ଏହାର କୌଣସି ପ୍ରଭାବ ପଡ଼ିବନି।

Related story