ବିଜେଡିଠାରୁ ଝିଅଙ୍କୁ ବଞ୍ଚାଅ: ରଣଦୀପ ସୂର୍ଯ୍ୟେୱାଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ହାଥ୍‌ରସ୍‌ ଓ ଅନ୍ୟ ଘଟଣା ପରେ ବିଜେପିଠାରୁ  ଝିଅଙ୍କୁ ବଞ୍ଚାଇବାକୁ କହିଥିଲୁ। ଏବେ ନୂଆ ସତ ସାମ୍ନାକୁ ଆସିଛି। ଓଡ଼ିଶାରେ ବିଜେଡିଠାରୁ ଝିଅକୁ ବଞ୍ଚାଅ। ମମିତା ମେହେର ପରିବାରକୁ ଭେଟିବା ପରେ ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍‌ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା। ଓଡ଼ିଶାକୁ ବିଜେଡି ଅପରାଧ ପ୍ରଦେଶ ବନାଇ ଦେଇଛି। ଯଦି ରକ୍ଷକ ଭକ୍ଷକ ହୋଇଯିବ ଓ ପୁଲିସ ଅପରାଧୀର ବନ୍ଧୁ ହୋଇଯିବ, ତାହାହେଲେ […]

Randeep-Surjewala

Randeep-Surjewala

Manoranjan Sial
  • Published: Thursday, 28 October 2021
  • Updated: 28 October 2021, 06:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ହାଥ୍‌ରସ୍‌ ଓ ଅନ୍ୟ ଘଟଣା ପରେ ବିଜେପିଠାରୁ  ଝିଅଙ୍କୁ ବଞ୍ଚାଇବାକୁ କହିଥିଲୁ। ଏବେ ନୂଆ ସତ ସାମ୍ନାକୁ ଆସିଛି। ଓଡ଼ିଶାରେ ବିଜେଡିଠାରୁ ଝିଅକୁ ବଞ୍ଚାଅ। ମମିତା ମେହେର ପରିବାରକୁ ଭେଟିବା ପରେ ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍‌ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା। ଓଡ଼ିଶାକୁ ବିଜେଡି ଅପରାଧ ପ୍ରଦେଶ ବନାଇ ଦେଇଛି। ଯଦି ରକ୍ଷକ ଭକ୍ଷକ ହୋଇଯିବ ଓ ପୁଲିସ ଅପରାଧୀର ବନ୍ଧୁ ହୋଇଯିବ, ତାହାହେଲେ ରକ୍ଷା କିଏ କରିବ? ଯେତେବେଳେ ଅଭିଯୋଗ ଗୃହମନ୍ତ୍ରୀଙ୍କ ଉପରେ ଆସୁଛି, ତାହାହେଲେ ତଦନ୍ତ କିଏ କରିବ ଓ ନ୍ୟାୟ କିଏ ଦେବ ବୋଲି ସୂର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି।

ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, “ବିଜେଡି ଅପରାଧୀଙ୍କୁ ସଂରକ୍ଷଣ ଦେଉଥିବା କହିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା। ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ ଦିନକୁ ଦିନ ବଢିଚାଲିଛି। ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୌନ ରହୁଛନ୍ତି। ନବୀନ କାହିଁକି ନୀରବ ରହୁଛନ୍ତି?ସରକାରଙ୍କୁ କିଭଳି ନିଦ ହେଉଛି? ନବୀନ ମୌନ ଭାଙ୍ଗି ଦୋଷୀ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନବୀନ ମୌନ ଭାଙ୍ଗି ଦୋଷୀ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

ସେ ଆହୁରି କହିଛନ୍ତି,“ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦଫା ୩୦୨ ଓ ୧୨୦ ବି ଲଗାଯାଉ। ନିରପେକ୍ଷ ତଦନ୍ତ ଲାଗି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରାଯାଉ। SIT ଗଠନ ସହ ୯୦ ଦିନ ମଧ୍ୟରେ ତଦନ୍ତ ଶେଷ କରାଯାଉ। ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ଭାଇକୁ ଚାକିରି ମିଳୁ। ମମିତା ହତ୍ୟା ମାମଲା ସଂସଦରେ ଉଠାଇବାକୁ। ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ସୋନିଆ ଗାନ୍ଧି ନିର୍ଦ୍ଦେଶ ଦେଇଛନ୍ତି।”

ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି-“ବିଜେଡିରେ ଅପରାଧ ଏକ ବ୍ୟାପାର ହୋଇଯାଇଥିବା କହିବା ଭୁଲ୍‌ ହେବନାହିଁ। ଓଡ଼ିଶାରେ ପ୍ରତିଦିନ ୪ ହତ୍ୟା, ୪ ବଳାତ୍କାର, ୧୧ ଅପହରଣ,  ୧୨ ହତ୍ୟା ଉଦ୍ୟମ ହେଉଛି। ସମଗ୍ର ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଦର ଓଡ଼ିଶାରେ ସବୁଠାରୁ ଅଧିକ। ଗତ ୩ ବର୍ଷରେ ଓଡ଼ିଶାରେ ମହିଳା ଓ ଝିଅଙ୍କ ବିରୋଧରେ ୬୯ ହଜାର ଅପରାଧ ହୋଇଛି। ପ୍ରତି ୨୪ ଘଣ୍ଟାରେ ୭୦ ମହିଳା ଅପରାଧରେ ଶିକାର ହେଉଛନ୍ତି। ୧୫ ନାବାଳିକା ନିଖୋଜ ହୋଇଯାଉଛନ୍ତି।”

ସେ ଆହୁରି କହିଛନ୍ତି-“ବର୍ଷକ ଭିତରେ ଓଡ଼ିଶାରେ ୨ ଲକ୍ଷ ୬୫ ହଜାର ୩୩୫ଟି ଆଇପିସିରେ ଅପରାଧ ଦାୟର ହୋଇଛି। ଯେଉଁଥିରୁ ୧୪୧୭ ହତ୍ୟା, ୧୨୧୧ ବଳାତ୍କାର, ୪୧୮୦ ଅପହରଣ, ୪୧୩୫ ହତ୍ୟା ଉଦ୍ୟମ ରହିଛି। ଏପରିସ୍ଥିତିରେ ରାଜ୍ୟର ଲୋକମାନେ ବଞ୍ଚୁଛନ୍ତି କିପରି? ଗତ ବର୍ଷକ ଭିତରେ ଓଡ଼ିଶା ୬୯୧୨ ପିଲା ଗାଏବ ହୋଇଯାଇଛନ୍ତି। ଯାହାକୁ ଆଜି ପର୍ଯ୍ୟନ୍ତ ସରକାର ଖୋଲି ପାଇନାହାନ୍ତି। ଏଥିରୁ ଗୋଟିଏ କଥା ସତ ଯେ ରାଜ୍ୟରେ ଅପରାଧ ଏକ ବେପାର ହୋଇଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story