କେଜ୍ରିୱାଲ ଗିରଫ: କ’ଣ କହିଲେ ପ୍ରିୟଙ୍କା ଓ ରାହୁଲ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Priyanka Gandhi

ପ୍ରିୟଙ୍କା ଗାନ୍ଧି

Jitendra Garnayak
  • Published: Thursday, 21 March 2024
  • Updated: 21 March 2024, 10:51 PM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଗିରଫ କରିଛି ଇଡି। ଏହାକୁ ଆପ୍‌ ନେତାଙ୍କ ସହିତ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସହିତ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ମଧ୍ୟ ଅଛନ୍ତି।

ପ୍ରିୟଙ୍କା ତାଙ୍କ ‘X’ ରେ ଲେଖିଛନ୍ତି, ‘ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଭଳି ଭାବେ ଟାର୍ଗେଟ କରିବା ପୂରା ଭୁଲ୍ ଓ ଅସାମ୍ବିଧାନିକ। ରାଜନୀତିର ସ୍ତର ଏତେ ତଳକୁ ଖସିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଶୋଭା ଦେଉନି। 

ଆପଣମାନଙ୍କ ସମାଲୋଚକଙ୍କ ସହିତ ନିର୍ବାଚନୀ ରଣଭୂମିରେ ମୁକାବିଲା କରନ୍ତୁ। ସେମାନଙ୍କ ନୀତି ଓ କାର୍ଯ୍ୟଶୈଳୀକୁ ଅବଶ୍ୟ ସମାଲୋଚନା କରନ୍ତୁ- ଏହା ଗଣତନ୍ତ୍ର ପାଇଁ ଭଲ। କିନ୍ତୁ ନିଜ ରାଜନୀତିକ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଏହିଭଳି ଭାବେ ଦେଶର ସବୁ ସଂସ୍ଥାଗୁଡ଼ିକର କ୍ଷମତାକୁ ବ୍ୟବହାର କରିବା ଓ ସେମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଦୁର୍ବଳ କରିବା ଗଣତନ୍ତ୍ରର ସବୁ ନିୟମକୁ ଉଲ୍ଲଂଘନ କରୁଛି।’ 

ଦେଶର ସବୁଠୁ ବଡ଼ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ୍ ଜମା ଫ୍ରିଜ୍ କରି ଦିଆଯାଇଛି। ସମସ୍ତ ରାଜନୀତିକ ଦଳ ଓ ସେମାନଙ୍କ ନେତାଙ୍କ ଉପରେ ଦିନରାତି ଇଡି, ସିବିଆଇ ଓ ଆଇଟିର ଚାପ ରହୁଛି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦିଆଯାଇଛି। ଏବେ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ଜେଲ୍ ପଠାଇବାକୁ ପ୍ରସ୍ତୁତି ଚାଲିଛି। ଏଭଳି ଲଜ୍ଜାଜନକ ଘଟଣା ସ୍ୱାଧୀନ ଭାରତରେ ପ୍ରଥମ ଥର ଘଟିଛି ବୋଲି ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧି।

ସେହିପରି ରାହୁଲ ଗାନ୍ଧି ମଧ୍ୟ ଗିରଫଦାରୀ ବିରୋଧରେ ମତ ରଖି କେଜ୍ରିୱାଲଙ୍କୁ ସମର୍ଥନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି, “ଡରି ଯାଇଥିବା ତାନାଶହ, ଗୋଟିଏ ମରି ଯାଇଥିବା ଗଣତନ୍ତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ମିଡିଆ ସମେତ ସଂସ୍ଥା ଉପରେ କବଜା, ଦଳଗୁଡ଼ିକୁ ଭାଙ୍ଗିବା, କମ୍ପାନୀଗୁଡ଼ିକ ଠାରୁ ବଟି ଆଦାୟ କରିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ କରିବା ବି ଅସୁର ଶକ୍ତି ପାଇଁ ବୋଧେ କମ ବଡ଼ିଲା। ଏଥିପାଇଁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ସାଧାରଣ କଥା ହୋଇଗଲାଣି। ଇଣ୍ଡିଆ ଏହାର ମୁହଁତୋଡ଼ ଜବାବ ଦେବ।”

ଖାଲି ରାହୁଲ କିମ୍ବା ପ୍ରିୟଙ୍କା ନୁହନ୍ତି, ଟିଏମସି ଠାରୁ ଆରମ୍ଭ କରି ସପା ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ବିଜେପିକୁ ଟାର୍ଗେଟ କରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story